କେବେ ଥିଲୁ ତୁ ମୋ ପାଇଁ ପ୍ରେମ ର ବହି ଟେ ଆଜି ହେଲୁ ମୋ ପାଇଁ ଅଫେରା ନଈ ଟେ ଦୁଃଖ ସବୁ ଛାତିରେ ଚାପି ଧରି ଦଉଛି ମୁଁ ହସି ହେଲେ ଆଉ କିଏ ହେଇଗଲା ତୋ ଜୀବନର ଖୁସି #କିଛିଅକୁହାକଥା #geli #yqbaba #yqdidi #yqtales #yqquotes #yqdada #yqbhaina