ସେ ପିଠ୍ ଥି ବହି ବସ୍ତାନି ବୁହିଛେ ଆଉ ଇ ମୁଡେ଼ ମାଟିର୍ ବୋଝ୍ ସେ କହୁଛେ ନାଇ ପାରେ ସମ୍ଭାଳି କିଲୋ କିଲୋ ଉଜନ୍ ଥି ପିଠ୍ ଯାଉଛେ ଝୁକି ହେଲେ ଇ ବୋଝ୍ କେ ପୂଜା ଭାବ୍-ସି କେନ୍ତା ଯିବା ଯେ ଥକି ସେ ଖେଲନା ଥି ଖେଲ୍ ଖେଲ୍-ସି ଆଉ ଇ ନିଜେ ଖେଲ୍-ନା ବନ୍ ସି ଲୁକର୍ ଜନେ ଖାଏବା କେ ନାକ ଟେକ୍ ସି ଆଉ ଜନେ ନାକ ଥି ଭୋକ୍ ମିଟାସି ଭଗବାନ ର ଦୁହେ ଅଲଗ୍ କିସମ୍ ହାତ୍ ଗଢ଼ା ଦରବ୍ କାହାର ଲାଗି ଖୁସି-ର୍ ବାରିଷ୍ ତ ଆଉ କାହାର୍ ରତିଏ ଖୁସି ପରବ୍ ଜନେ କିସ୍-ମତ୍ ର ଧନୀ ଜନେ ମେହେନତ୍ କେ ଭାବ୍ ସି ଈଶ୍ୱର ଦେଖା ଯିବା ଆଗ୍-କେ ଜିତ୍ ହଉଛେ କାହାର୍ ସେ ପିଠିରେ ବହି ବୋହିଛି ଆଉ ଇଏ ମୁଣ୍ଡରେ ମାଟିର ବୋଝ ସେ କହୁଛି ଆଉ ପାରିବନି ସମ୍ଭାଳି କିଲୋ ଓଜନରେ ପିଠି ଯାଉଛି ନଇଁ ହେଲେ ଇଏ ବୋଝକୁ ପୂଜା ଭାବିଛି କେବେ ବୋଝ ଭାବିବ ନାହିଁ ସେ ଖେଳନାରେ ଖେଳ ଖେଳୁଛି