Nojoto: Largest Storytelling Platform

ଗାଆଁ ମୁହାଁ ରାଧୁ ପଢନ୍ତୁ କାହାଣୀ ଅନୁଶୀର୍ଷକ ରେ......

ଗାଆଁ ମୁହାଁ ରାଧୁ

ପଢନ୍ତୁ କାହାଣୀ ଅନୁଶୀର୍ଷକ ରେ......

 ବାତ୍ୟା ରେ କରେଣ୍ଟ ନାହିଁ ବୋଲି ରାଧେଶ୍ୟାମ ଆଜି ସ୍ତ୍ରୀ ପିଲା ଧରିକି ଭୁବନେଶ୍ୱରରୁ ଗାଆଁ ମୁହାଁ ହେଇଛି। ବସ୍ ଷ୍ଟାଣ୍ଡ ରେ ଭାରି ଭିଡ଼ ଆଉ ପିଲାଙ୍କର ବସ୍ ରେ ଯିବା ଅଭ୍ୟାସ ନାହିଁ। ସହରରେ ପଢ଼ିଲେ, ବଢ଼ିଲେ ।ଗାଆଁ କଥା ଶୁଣି ଟିକେ ନାକ ଟେକୁଛନ୍ତି ,ହେଲେ ଯିବାକୁ ତ ପଡ଼ିବ। ପାଣି ନାହିଁ ନା କରେଣ୍ଟ ଅଛି। କହୁ କହୁ ଗାଁ ବସ୍ ଟି ଆସିଗଲା। ଠେଲା ପେଲା ଭିତରେ ଚଢିଲେ ସବୁ। ଗରମ ରେ ଅଥୟ ହେଇପଡୁଥାନ୍ତି ସବୁ।  ତାରି ଭିତରେ ରାଧୁ ର ସ୍ତ୍ରୀ କହିଲା ମୁଁ ଜଳଖିଆ ଆଣିଛି, ଗାଆଁ ଛକ ରେ ଓହ୍ଲେଇ ଖାଇଦେବା।  ବସ୍ ଆସି ଗାଆଁ ଛକ ଧରିଲା। ଗୋଟି ଗୋଟି କରି ସବୁ ବସ୍ ରୁ ଓହ୍ଲାଇଲେ। ରାଧୁ ମୁଣ୍ଡ ଟେକି ଅନେଇଲା ଟୁନ