Nojoto: Largest Storytelling Platform

ବାର୍ତାଳାପ ~~~~~~~ ବାପା, ବୋଉ, ମୁଁ ଆଉ ଷ୍ଟୋଭ୍ (ଅନୁଶୀ

ବାର୍ତାଳାପ
~~~~~~~
ବାପା, ବୋଉ, ମୁଁ ଆଉ ଷ୍ଟୋଭ୍

(ଅନୁଶୀର୍ଷକ ରେ ପଢ଼ନ୍ତୁ)
 ବୋଉ - କ'ଣ ଆଜି ଏତେ ଯାଏ ଲାଇନ୍ ଆସିନି ।
ମୁଁ - ହୁଁ ପା ।
ବୋଉ - ଦିନ ଆସି  ୧୨ ଟା ବାଜିଲାଣି କେତେବେଳେ ଆଉ ମୁଁ ରୋଷେଇ କରିବି ।
ମୁଁ - ହୁଁ ପା ସେଇଆ ।
ବୋଉ ( ରାଗିକି ) - କଣ ଗୋଟେ ସେତେବେଳୁ ହୁଁ ପା ହୁଁ ପା ହଉଛୁ । କହୁନୁ କଣ କରିବା ?
ମୁଁ - ହୁଁ ପା ତୁ କହୁନୁ ।
ବୋଉ - ୨୪ ଘଣ୍ଟା ସେଇ ମୋବାଇଲ୍ ଟାକୁ ଧରିକି କେଞ୍ଚୁଥା । କଣ ମିଳୁଛି କେଜାଣି ସେଥିରୁ ?
ମୁଁ - ବୋଉ ପ୍ଲିଜ୍ ବାସ୍ ଆଉ ଗୋଟେ ଗେମ୍ ।