Nojoto: Largest Storytelling Platform

ଶରୀରର ମୂଲ୍ୟ ନିର୍ଧାରଣ ହୁଏ ଆଜି ଶ୍ଵାନ ଚରିତ୍ର ର ଖୁବ୍ ଗ

ଶରୀରର ମୂଲ୍ୟ ନିର୍ଧାରଣ ହୁଏ
ଆଜି ଶ୍ଵାନ ଚରିତ୍ର ର ଖୁବ୍ ଗୁଣ ଗାନ୍
ଆଉ ଶ୍ବାନ ର ଶବ ଘୃଣ୍ୟ ହୁଏ।
ଦୟା ଅଜାଡ଼ି ଦିଆ ଯାଏ ପାଶବିକ ଚରିତ୍ର ରେ
ଆଉ ପଶୁ ହୁଏ ଭୁଲୁଣ୍ଠିତ ଭାନୁ।

(ରାସ୍ତାରେ ତାଙ୍କ ଅଲୋଡ଼ା ଶବ ଦେଖି ସ୍ବତଃ ପ୍ରଶ୍ନ ଭାସି ଆସେ) #ପାଶବିକ#yqodia#munodia#odiaquote