ମୁଁ ଗୋଟେ ଏମିତି ଭାଇ ଆସନ୍ତାକାଲି ପାଇଁ ଖୋଜୁଛି ଶହ ଶହ ଭଉଣୀ... ଯିଏ ମୋ ହାତରେ ବାନ୍ଧିବ ରାକ୍ଷୀ ତାକୁ ନିହାତି ଦେବି ଉପହାର ଖଣ୍ଡେ ଆମ୍ବ ଓ ଖଣ୍ଡେ ଲିଚୁ ଚାରା ନେଇ ନିଜ ହାତେ ଲଗେଇବ ନିଜ ଘରେ ତା'ପରେ ଜାଣିବି ତୁମ୍ଭମାନଙ୍କ ପାଖରେ ଅଛି ଠିକ ଭଉଣୀ ପଣିଆ... Happy Rakhi purnima to all my Sisters...