ଏ ହସ ଦିନେ ମୋର ବଞ୍ଚିବାର ଅମୃତ ଥିଲା, ଆଜିବି ଅଛି କିଏ ମନା କଲା? କେବେ ଭାବି ନଥିଲି ଏ ହଜିବା ପଛର କାରଣ ପାଲଟିଯିବି ହଜିଯାଉ ବୋଲି କେବେ ଚାହିନି ବି କାହିଁକି ନା ସେଇଥିରେ ପରା ମୁଁ ଅଛି ମୋ ଜୀବନଟା ସେଇ ହସ ଭିତରେ ଲୁଚିଲୁଚି ଅଛି ଖୋଜିଦେଖ ମିଳିଯିବ । ହସ #lifestory #smilealways #yqodia #yqbhaina