Nojoto: Largest Storytelling Platform

White ମୁଁ ତ ନିଜେ ମୁଁ, ସଵୁଠି ସେଇ ଏକାକଥା। ଅସୀମ ନୀଳଆକ

White ମୁଁ ତ ନିଜେ ମୁଁ,
ସଵୁଠି ସେଇ ଏକାକଥା।
ଅସୀମ ନୀଳଆକାଶ,ଗଭୀରସାଗର,
ବା କେଉଁ ଦେଵାଳୟର ପବିତ୍ରସ୍ଥଳ,
ବା ସମାଧିସ୍ଥଳ,
ସର୍ଵତ୍ର ମୁଁ ହିଁ ମୁଁ ।।

ଵର୍ଷ ପରେ ଵର୍ଷ ଵିତେ,
ମୋ ଚାରିପାଖ ଵଦଳିଯିଵା ସତ୍ତ୍ଵେ
କିନ୍ତୁ ମୁଁ ହିଁ ମୁଁ ଥାଏ,
ମୋ ମୂଳ ପ୍ରକୃତି ,ପ୍ରବୃତ୍ତି 
ସେମିତି ହିଁ ଥାଏ।

SOMETHING I LOOK AT-87
BY-SMRUTI RANJAN MOHANTY

I am what i am, the same everywhere,
be it in the blue sky or deep in the ocean,
be it in the sacred corners of a temple
or in the graveyard, i am always the same
very true and honest to myself.

Years have passed.
Everything around me changed
bur i remained the same over the ages
with my  basic instincts
hardly undergoing any change.

My love is as fragile as my hatred,
my emotions and feelings are
as transitory as water bubbles.
The scenario keeps on changing
so also i and the  colours of my life
and my actions and reactions  are always guided by motives, largely defined
in terms of happiness and sorrow 
pain and pleasure.

Love, friendship, brotherhood,
everything i call divine 
are but my interests in different guise.
I do not have a past, live in the exclusive present expecting a brighter future to come by.
no one is my friend, no one is my enemy
No one is  near and no one is far away
for me nothing is permanent
and nothing except  my own interests
define me better, my past, present and future.

©Smruti Ranjan Mohanty
  #sad_shayari ମୁଁ ତ ନିଜେ ମୁଁ,
ସଵୁଠି ସେଇ ଏକାକଥା।
ଅସୀମ ନୀଳଆକାଶ,ଗଭୀରସାଗର,
ବା କେଉଁ ଦେଵାଳୟର ପବିତ୍ରସ୍ଥଳ,
ବା ସମାଧିସ୍ଥଳ,
ସର୍ଵତ୍ର ମୁଁ ହିଁ ମୁଁ ।।

ଵର୍ଷ ପରେ ଵର୍ଷ ଵିତେ,

#sad_shayari ମୁଁ ତ ନିଜେ ମୁଁ, ସଵୁଠି ସେଇ ଏକାକଥା। ଅସୀମ ନୀଳଆକାଶ,ଗଭୀରସାଗର, ବା କେଉଁ ଦେଵାଳୟର ପବିତ୍ରସ୍ଥଳ, ବା ସମାଧିସ୍ଥଳ, ସର୍ଵତ୍ର ମୁଁ ହିଁ ମୁଁ ।। ଵର୍ଷ ପରେ ଵର୍ଷ ଵିତେ, #Poetry

117 Views