Nojoto: Largest Storytelling Platform

ଆକାଶ ବୁକୁରେ ମେଘ ଖଣ୍ଡ ସାଜି ଦେଇ ପାରିଲିନି ଜଳ.... ଥୁଣ୍

ଆକାଶ ବୁକୁରେ ମେଘ ଖଣ୍ଡ ସାଜି
ଦେଇ ପାରିଲିନି ଜଳ....
ଥୁଣ୍ଟା ବରଗଛ ପାଲିଟି ଗଲି ମୁଁ 
ଭାଙ୍ଗି ଯାଏ ଆଜି ଡାଳ...
ଜୀବନ ଯନ୍ତ୍ରଣା ପାଇ ପାଇ ଏଠି
ବଞ୍ଚିଗଲି କେତେ କାଳ....
ଲିଭିଯାଉ ପ୍ରଭୁ ମୋ ଆତ୍ମା ପ୍ରଦୀପ
ଦେହେ ନାହିଁ ଆଉ ବଳ ....

©Singha
  my sad life
bapunu1595918594247

Singha

New Creator

my sad life #SAD

72 Views