Nojoto: Largest Storytelling Platform

।।। ଚରିତ୍ର ।।। କାହାକୁ କଣ ଭଲ ଲାଗେ ଶୁଣିବାକୁ ନିଜ ଚରି

।।। ଚରିତ୍ର ।।।

କାହାକୁ କଣ ଭଲ ଲାଗେ
ଶୁଣିବାକୁ ନିଜ ଚରିତ୍ର ର ଗୁଣମାନ,
ପାଇବାକୁ ନିଜ ଚରିତ୍ର ର ମାନପତ୍ର ।
ହେଲେ ବିଚିତ୍ର ଏ ସମାଜ
ଯାହା ମନୁଷ୍ୟକୃତ,
ନୁହେଁ ପ୍ରକୃତିଦତ୍ତ ,
ପ୍ରତି ଟି ମୁହୂର୍ତ୍ତରେ 
କରେ ସେ ମୂଲ୍ୟ ନିର୍ଦ୍ଧାରଣ,
ଅନ୍ୟ କାହା ଚରିତ୍ର ର,
ଢୋଲ ପିଟି ଘୋଷଣା କରେ ବାର ଦୁଆରେ,
ଦାଣ୍ଡ ରେ ହାଟରେ ନିଲାମ କରେ ଚରିତ୍ର ।
ପରଚର୍ଚ୍ଚାରେ ଦିନ କଟୁଥାଏ,
ହେଲେ, ନିଜର ଛପର ଉଡି ଗଲେ ମଧ୍ୟ 
ଖବର ନ ପଡେ ।
ବଡ ଅଜବ ଏ ମଣିଷ ନୀତି,
ଅନ୍ୟ ର କରେ ସେ ଚରିତ୍ର ଚିତ୍ରଣ,
ହେଲେ, ନିଜକୁ ପଡିଲେ,
ବିଦ୍ରୋହରେ ଯାଏ ମାତି । #charitra #yqbaba #YQBhaina #YQOdia #MunOdia 

Here is the theme of my above poem for all my friends who do not understand Odia.. 😊
On demand of my friend Wanish Kumar.. 😊

No one loves to get a character certificate from anyone. 
And the society that we live in and it's values which are made by humans (us) are strange. 
The so called keepers of this society are always ready to judge anyone's character.  But when it comes to his/her ownself then make sure that a storm is arriving.. 😕😕