Nojoto: Largest Storytelling Platform

॥କହେଲେଁ ବଲ୍-ବ କହ୍-ଲା॥ ହସୁ ଥାଏ ଗାଁ ଆଉ ତାର୍ ସଙ୍ଗେ ଦ

॥କହେଲେଁ ବଲ୍-ବ କହ୍-ଲା॥

ହସୁ ଥାଏ ଗାଁ ଆଉ ତାର୍ ସଙ୍ଗେ ଦିନେ ହାମେ
ଇଛେନ୍ ଜେନ ଦେଖ୍-ବ ଲୁକେ ଜିଁବାର ଲାଗି ଠେଲା ପିଲା।
କହେଲେଁ ବଲ୍-ବ କହ୍-ଲା।

ଛେତ୍-କା ହେଇ ପଡ଼ି ଥିସନ୍ ଯୁଆନ୍ ମଲା ଶରୀର୍
ବୁଢ଼ା ମାନେ ଜପ୍ ସନ୍ତ୍ ମରଣ୍ ର ମାଲା
କହେଲେଁ ବଲ୍-ବ କହ୍-ଲା।

କେନ ଆଉ ଅଛେ ସୁଖ୍ ବଏଲ୍ କରି ଗୁଟେ ଜନ୍ତୁ
ସବୁନେ ତ ଦରଦ୍ ର ଜ୍ୱାଲା
କହେଲେଁ ବଲ୍-ବ କହ୍-ଲା।

ଆଜି ରିସ୍-ମି ଯାଇଛେ କିସ୍ ମତ୍ ସଭିଙ୍କର୍
ହାମେ ଦୁଷି କି ସେ ଉପର୍ ବାଲା
କହେଲେଁ ବଲ୍-ବ କହ୍-ଲା।
 ॥କହେଲେଁ ବଲ୍-ବ କହ୍-ଲା॥

ହସୁ ଥାଏ ଗାଁ ଆଉ ତାର୍ ସଙ୍ଗେ ଦିନେ ହାମେ
ଇଛେନ୍ ଜେନ ଦେଖ୍-ବ ଲୁକେ ଜିଁବାର ଲାଗି ଠେଲା ପିଲା।
କହେଲେଁ ବଲ୍-ବ କହ୍-ଲା।

ଛେତ୍-କା ହେଇ ପଡ଼ି ଥିସନ୍ ଯୁଆନ୍ ମଲା ଶରୀର୍
ବୁଢ଼ା ମାନେ ଜପ୍ ସନ୍ତ୍ ମରଣ୍ ର ମାଲା
॥କହେଲେଁ ବଲ୍-ବ କହ୍-ଲା॥

ହସୁ ଥାଏ ଗାଁ ଆଉ ତାର୍ ସଙ୍ଗେ ଦିନେ ହାମେ
ଇଛେନ୍ ଜେନ ଦେଖ୍-ବ ଲୁକେ ଜିଁବାର ଲାଗି ଠେଲା ପିଲା।
କହେଲେଁ ବଲ୍-ବ କହ୍-ଲା।

ଛେତ୍-କା ହେଇ ପଡ଼ି ଥିସନ୍ ଯୁଆନ୍ ମଲା ଶରୀର୍
ବୁଢ଼ା ମାନେ ଜପ୍ ସନ୍ତ୍ ମରଣ୍ ର ମାଲା
କହେଲେଁ ବଲ୍-ବ କହ୍-ଲା।

କେନ ଆଉ ଅଛେ ସୁଖ୍ ବଏଲ୍ କରି ଗୁଟେ ଜନ୍ତୁ
ସବୁନେ ତ ଦରଦ୍ ର ଜ୍ୱାଲା
କହେଲେଁ ବଲ୍-ବ କହ୍-ଲା।

ଆଜି ରିସ୍-ମି ଯାଇଛେ କିସ୍ ମତ୍ ସଭିଙ୍କର୍
ହାମେ ଦୁଷି କି ସେ ଉପର୍ ବାଲା
କହେଲେଁ ବଲ୍-ବ କହ୍-ଲା।
 ॥କହେଲେଁ ବଲ୍-ବ କହ୍-ଲା॥

ହସୁ ଥାଏ ଗାଁ ଆଉ ତାର୍ ସଙ୍ଗେ ଦିନେ ହାମେ
ଇଛେନ୍ ଜେନ ଦେଖ୍-ବ ଲୁକେ ଜିଁବାର ଲାଗି ଠେଲା ପିଲା।
କହେଲେଁ ବଲ୍-ବ କହ୍-ଲା।

ଛେତ୍-କା ହେଇ ପଡ଼ି ଥିସନ୍ ଯୁଆନ୍ ମଲା ଶରୀର୍
ବୁଢ଼ା ମାନେ ଜପ୍ ସନ୍ତ୍ ମରଣ୍ ର ମାଲା