Nojoto: Largest Storytelling Platform

ବିନା ଯୌତୁକ ରେ ଜୀବନ ସାଥୀ ର ହାତ ଧରିଲେ ସେ ବିଶ୍ୱାସ ରେ

ବିନା ଯୌତୁକ ରେ ଜୀବନ ସାଥୀ ର ହାତ ଧରିଲେ ସେ ବିଶ୍ୱାସ ରେ ବିଷ ଦେଇ ମୋ ଜୀବନ କୁ ଜହର ର ଜ୍ଵାଳା ରେ ଜଳାଏ । 

ହୁଏତ ଆଜି ସରକାର ଆମ ଅଧିକାର ପାଇଁ ଅନେକ ଯୋଜନା ପ୍ରସ୍ତୁତ କରିଛନ୍ତି କିନ୍ତୁ ମୋ ପ୍ରକୃତ ଅଧିକାର କୁ ବୁଝିବା ଏଇ ସମାଜ ପାଇଁ ଯେମିତି କାଠିକର ପାଠ

ଯାହା ହେଉ ଏତେ ସବୁ ପରେ ମଧ୍ୟ ମୋ ପାଇଁ 
ଏକାଠି ହୋଇ ଗୋଟେ ଦିବସ ପାଳନ କରାଯାଏ । 
ହା ... ହା....
ହଁ ଦିବସ ରେ ବହୁତ୍ ଜ୍ଞାନ ଦିଆ ଯାଏ । 
କିନ୍ତୁ ପାଳନ ?????
ପାଳନ କେବଳ ପ୍ରଶ୍ନବାଚୀ ରେ ରହି ଯାଏ !!!!!!!!!

- ସସ୍ମିତା ସିଂହ

Wordsfromtheheart #Woman