Nojoto: Largest Storytelling Platform

White ଦିନେ ତୁମେ ମୋତେ ବହୁତ୍ ଖୋଜିବ ଆକାଶର ବାଦଲ ଖଣ୍ଡର

White ଦିନେ ତୁମେ ମୋତେ ବହୁତ୍ ଖୋଜିବ 
ଆକାଶର ବାଦଲ ଖଣ୍ଡରେ 
ଉଡ଼ିଯାଉଥିବା ପକ୍ଷୀମାନଙ୍କ କିଚିର୍ ମିଚିର୍ ଶବ୍ଦରେ 
ନୀରବତାର ଅନ୍ତଃସ୍ୱରରେ 
ବହିଯାଉଥିବା ନଈର ସ୍ରୋତରେ 
ଅଦିନିଆ ମେଘର ପାଣି ବୁନ୍ଦାରେ
ସକାଳର କଅଁଳ ଖରାର ଛାଇରେ 
ବାସ୍ ଖୋଜିବ ।।

©Rajguru #ବାସ୍_ଖୋଜିବ #ରାଜଗୁରୁ #Rajguru
White ଦିନେ ତୁମେ ମୋତେ ବହୁତ୍ ଖୋଜିବ 
ଆକାଶର ବାଦଲ ଖଣ୍ଡରେ 
ଉଡ଼ିଯାଉଥିବା ପକ୍ଷୀମାନଙ୍କ କିଚିର୍ ମିଚିର୍ ଶବ୍ଦରେ 
ନୀରବତାର ଅନ୍ତଃସ୍ୱରରେ 
ବହିଯାଉଥିବା ନଈର ସ୍ରୋତରେ 
ଅଦିନିଆ ମେଘର ପାଣି ବୁନ୍ଦାରେ
ସକାଳର କଅଁଳ ଖରାର ଛାଇରେ 
ବାସ୍ ଖୋଜିବ ।।

©Rajguru #ବାସ୍_ଖୋଜିବ #ରାଜଗୁରୁ #Rajguru
rajguru7213

Rajguru

Bronze Star
New Creator
streak icon12