Nojoto: Largest Storytelling Platform

ବୀର ସିଏ, ଯେ ନିଜ ମାଟି ମାଆ ପାଇଁ ଜୀବନ ଦେବାରେ ପଛଘୁଞ୍ଚା

ବୀର ସିଏ, ଯେ ନିଜ ମାଟି ମାଆ ପାଇଁ ଜୀବନ ଦେବାରେ ପଛଘୁଞ୍ଚା ଦିଏ ନାହିଁ। 
ଭୀରୁ ସେ, ଯିଏ ନିଜ ଦେଶର ଭାଇ ମାନଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇଥାଏ। 

ଯବାନ ମାନଙ୍କ ଅମର ଆତ୍ମାର ସଦଗତି ପ୍ରାର୍ଥନା କରୁଛି। 
ଆହତ ଯବାନ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ରେ ଉନ୍ନତି କାମନା କରୁଛି।

#BijapurEncounter

©Dev #IndianArmy

debashismallick3689

Dev

New Creator