Nojoto: Largest Storytelling Platform

{ଯାଯାବର} ____❣️____ 👇�

{ଯାଯାବର}
____❣️____





                      👇🏻  👇🏻  👇🏻  👇🏻 
କେଉଁ ପରିଚୟ ତୁମକୁ ଦେବି ସଜନୀ,
ଯାଯାବର ନାମେ କଟେ ମୋ ରଜନୀ।।୧।।

ମୁଁ ସ୍ୱାଧୀନ ଦେଶର ମୁକ୍ତ ମତୁଆଲି ବିହଙ୍ଗ,
ବସା ବାନ୍ଧିବାକୁ ଯାଇ ଡେଇଁଯାଏ କେତେ ଶୃଙ୍ଗ।।୨।।

କେଉଁ ବଗିଚାର ସାଜିବାକୁ ଚାହେଁନା ମୁଁ ଫୁଲ,
{ଯାଯାବର}
____❣️____





                      👇🏻  👇🏻  👇🏻  👇🏻 
କେଉଁ ପରିଚୟ ତୁମକୁ ଦେବି ସଜନୀ,
ଯାଯାବର ନାମେ କଟେ ମୋ ରଜନୀ।।୧।।

ମୁଁ ସ୍ୱାଧୀନ ଦେଶର ମୁକ୍ତ ମତୁଆଲି ବିହଙ୍ଗ,
ବସା ବାନ୍ଧିବାକୁ ଯାଇ ଡେଇଁଯାଏ କେତେ ଶୃଙ୍ଗ।।୨।।

କେଉଁ ବଗିଚାର ସାଜିବାକୁ ଚାହେଁନା ମୁଁ ଫୁଲ,