ତୁମେ, କେତେ ଦିନ ପରେ, ଆସି ବାସ୍ତବ କୁ ଦହଲାଇ ଦେଲ। ଏବେ ଆଉ କଣ? ଜୀବନ ତ ଅନ୍ୟ ବେଗରେ, ଅନ୍ୟ ଗତ୍ୱବ୍ୟ କୁ ଚାଲିଛି। କଣ ବଦଳି ଯିବ? ମନ ର କଷ୍ଟ ଓ ସ୍ୱନ୍ୟତା। ମୁଁ ଜାଣେ, କେଉଁଠେ କିଛି ବି ବଦଳିବନି। କେବଳ, ତୁମର କଳ୍ପନା ଆସି ବସିବ ମୋ ପାଖରେ, ଠିକ ଗେଧୂଳି ର ଛାୟା ହୋଇ, ଠିକ ମୋ ସ୍ୱପ୍ନ ସାଥି ହୋଇ। #oriyapoem #love #separation #oriya #yqbhaina