ମୁଁ ଥିଲି ସେଇ ନିଝୁମ ରାତି ର ନିରବଚ୍ଛିନ୍ନ ଶିଶିର ର ଆଘାତପ୍ରାପ୍ତ ଗୋଲାପ ର କଢି଼, ତମ ପରି ପରଦେଶୀ ଭଅଁର ର ସ୍ପର୍ଶ ରେ ମୁଁ ଯାଉଛି ବଢ଼ି।। Collab କରନ୍ତୁ ଏ ପଦଟିରେ, ଆଉ ବଖାଣନ୍ତୁ ଶୀତଳ ପହରର ଅନୁଭୂତି କିଛି। #ମୁଁ_ଶିଶିରର_ବିନ୍ଦୁ #ଅନୁଭୂତି #yqodia #yqodiapoetry #yqbhaina #yqopenforcollab