Nojoto: Largest Storytelling Platform

ଟୋକା: ଏଗୁଡା କଣ ଘରେ ରଖିଛ ମ ଜେଜେ, ହେ ଟିଭି ଜମାନାରେ ଏ

ଟୋକା: ଏଗୁଡା କଣ ଘରେ ରଖିଛ ମ ଜେଜେ, ହେ ଟିଭି ଜମାନାରେ ଏ ଫଟା ଯନ୍ତ୍ର ରଖି ଘର ଅଳିଆ କରିବା କଥା ଖାଲି।

ଜେଜେ:ମତେ ତ ଆଖିକୁ ଦୁସୁନି, ସେ ଟିଭିରୁ କଣ ପାଇବି ଲୋ ମୁଁ।ମୋ ଧନ ପା , ଯା ସେ ବେଟେରି ଦିଟା ପକେଇଦେଇ ଆଣେ।
 
ଟୋକା: ହେ, କାମ ନାହିଁ ଯାଉଥିଲି ଏଇଆକୁ ସଜ କରିବି। 

ବୁଢା ମୁହଁ ଓହଳେଇ ବସିଲା,ଆଉ କଣ ବା କରିବ।ଦେଖୁ ଦେଖୁ ସନ୍ଧ୍ୟାରେ ଜୋରସୋରରେ ପବନ, ବାତ୍ୟା ଖବର ପାଇ ସମସ୍ତେ ଆତଙ୍କିତ। ଦି ଦିନ ତୁହାକୁ ତୁହା ବରସିଲା ଯେ ଛାଡିଲା ନାହିଁ। ତାର ସବୁ ଛିଡି ଘର ଆଗରେ ପଡିଥାଏ। ଖବର ଅନ୍ତର କିଛି କୁଆଡୁ ନାହିଁ। ଏତିକି ବେଳେ ଟୋକା ଆସି ତା ଜେଜେ ସହ କଣ କଥା ହେଲା ପୁଣି।

ଟୋକା: ଜେଜେ, ଟିକେ ଦେଲୁ ସେ ଯନ୍ତ୍ର, ବେଟେରି ପକେଇ ଆଣେ।

ଜେଜେ: ହେ ଏଟା ଫଟା ଯନ୍ତ୍ର କଣ ନବୁ ମ, ଯାଉନୁ ଟିଭି ଲାଗେଇବୁ। ସମାଚାର ଦେଉଥିବ। 

ଜେଜେ ରକ୍ସ୍। 

#ରେଡ଼ିଓ ଦିବସ
 #worldradioday 
YourQuote Bhaina