Nojoto: Largest Storytelling Platform

ତୁ ଶନିବାର ରାତି ମୁଁ ରବିବାର ସକାଳ,,, ମୁଁ ଝୁଣ୍ଟୁଥିବା ପ

ତୁ ଶନିବାର ରାତି
ମୁଁ ରବିବାର ସକାଳ,,,
ମୁଁ ଝୁଣ୍ଟୁଥିବା ପୃଥିବୀ!
ତୁ ଜ୍ୟୋତ୍ସ୍ନା ଭିଜା
ବାରମାସୀ ଡାଳ।।।।
ତୁ ରଫ୍ ଖାତା ର କଲମୀ ନ‌ଈ!
ମୁଁ ସେ ନ‌ଈ ପାଖ ତାଳ~ବଣ,,,
ମୁଁ ବିନା ମେଘରେ ଲୁଚୁଥିବା
ଗେରୁଆ ସୁରୂଜ!
ତୁ ମୋତେ ଛୁଇଁବା କୁ
ପକ୍ଷୀ, ସାଜି ଭରୁ ଉଡ଼ାଣ।।।
ମୁଁ ତୋତେ ନିରେଖି ଦେଖୁଥିବା ପଥିକ!
ତୁ ଲେବୁଲ କ୍ରସିଂ ରେ,
ମୋତେ ଅଟକ‌ଉଥିବା ନାଲି ରଙ୍ଗ,,,
ଅଳପ କଳ୍ପନା ତୁମେ ଅଳପ ସତ!
"ମୁଁ" ଆଉ "ତୁ" ଅଜାଣତେ ବାନ୍ଧନ୍ତି ମିତ।। Collab କରି ଲେଖନ୍ତୁ କିଛି ମନଛୁଆଁ କବିତା,କାହାଣୀ ଏକପଦୀ କିମ୍ବା ଲଘୁକଥା ଉପରୋକ୍ତ ଶୀର୍ଷକରେ। 

#ଅଳପକଳ୍ପନା #yqbhaina #yqodia #collab #odiawritings #yourquoteodia  #YourQuoteAndMine
Collaborating with YourQuote Bhaina