Nojoto: Largest Storytelling Platform

ବୋଧେ ତୁମ ମନର ପ୍ରତିଟି ଅଡୁଆ ପାଠକୁ ଧ୍ୟାନ ଦେଇ ପଢିବା ଆଉ

ବୋଧେ ତୁମ ମନର ପ୍ରତିଟି ଅଡୁଆ ପାଠକୁ ଧ୍ୟାନ ଦେଇ ପଢିବା ଆଉ ବୁଝିବା ମୋର ଅଭ୍ୟାସ ଥିଲା...
ଆଉ ମୋ ମନର ଅକୁହା ଅନାବନା ଭାବନାକୁ ଅନ୍ୟମନସ୍କ ହୋଇ ଛକି ମାରି, ଶୂନ୍ୟ ଆକାଶକୁ ଫିଙ୍ଗିଦେଇ ଆନନ୍ଦିତ ହେବା ତୁମର ଅଭ୍ୟାସ ଥିଲା...
#ଏଣୁତେଣୁ_କଥା

©lipipuspa sahoo