କେତେ ମୁଁ ଜଳିବି ଜଳି ଜଳି ଅମିୟ ଧାରେ ପିୟୂଷ କୁ ଅପେକ୍ଷା କରିବି, ଆଉ ସାଜିବାକୁ ଈଛା ନାହିଁ ଗଙ୍ଗଶିଉଳି ଜୋଛନା ଧାରେ ଫୁଟି ସିନ୍ଦୂରୀ ରେ ଲୋଟି ପଡ଼ିବି।। ##yqbhaina#yqodia#odiaquote#muodia #YourQuoteAndMine Collaborating with Sushrismita Swain