ସବୁ ସମ୍ପର୍କ ସମସ୍ତଙ୍କ ଭାଗ୍ୟ ରେ ନ ଥାଏ ବେଳେବେଳେ ବାଣ୍ଟିବାକୁ ପ୍ରେମ କେହି ପାଖରେ ନ ଥାଏ ହେଇଯାଏ ସମ୍ପର୍କ ଯେତେବେଳେ ବୋଝ ଜୀବନରେ ସଜାଡ଼ିବାକୁ ତାକୁ କିନ୍ତୁ ହାତରେ ଆଉ ସମୟ ନ ଥାଏ #ସମ୍ପର୍କ #yqbaba #yqbhaina #yqodia #muodia #yqdidi #geli #odiaquotes