ଆସୁଛେ ନୂଆଁଖାଇ ଧାନ୍ ମାନ୍ ସମ୍ମାନ୍ ନେଇ ସୁଖ୍ ଦୁଃଖ୍ ର ଜୀବନ୍ ବହି ପଢ଼ମା ସଭେ ସାଂଗେ ରହି ଜୀବନର୍ କାଏଁ ଆଏତ୍ ରେ ଭାଇ ଆଏଜ୍ ଅଛେ ସେ କାଏଲ୍ କେ ନାଇ ହଁସି ହଁସି ସବୁ ଦୁଃଖ୍ ସହି ସୁଖ୍ ପାଏମା ଜୁହାର୍ କହି #ନୂଆଁଖାଇ #nuakhai #sambalpuriquotes #koshli #life #festival #odiawritings #love