Nojoto: Largest Storytelling Platform

ସଳିତା ସଳିତାଟେ ଜଳୁଥିଲା ନିଜେ ପୋଡିଯାଇ ବିନା ଚିତ୍କାର

ସଳିତା

ସଳିତାଟେ ଜଳୁଥିଲା
ନିଜେ ପୋଡିଯାଇ ବିନା ଚିତ୍କାର କରି,
ଦୀପ ଉପରେ ନିଜକୁ ସଜାଇ
ପବନ ଝଟକାକୁ ଖାତିର ନକରି
ହେଲେ ବର୍ଷା ସରୁ ସରୁ କରେଣ୍ଟ୍ ଆସିଗଲା
ଏତେ ଯତ୍ନରେ ଅନେଇଥିବା ସଳିତାକୁ
ଭୁସ୍ କି  ଫୁଙ୍କି  ଲିଭାଇଦେଲି,
ନିଷ୍କପଟେ ଜଳୁଥିଲା,
ବନ୍ଚିଗଲା ଆଜି
କେ ଜାଣେ ପୁଣି କେବେ ସ୍ୱାର୍ଥପର କିଏ 
ଜଳେଇବ ତାକୁ ଦରମରା ଅବସ୍ଥାରୁ
କଲବଲ କରି ଖାତିର ନକରି...

 ସଳିତା

ସଳିତାଟେ ଜଳୁଥିଲା
ନିଜେ ପୋଡିଯାଇ ବିନା ଚିତ୍କାର କରି,
ଦୀପ ଉପରେ ନିଜକୁ ସଜାଇ
ପବନ ଝଟକାକୁ ଖାତିର ନକରି
ହେଲେ ବର୍ଷା ସରୁ ସରୁ କରେଣ୍ଟ୍ ଆସିଗଲା
ଏତେ ଯତ୍ନରେ ଅନେଇଥିବା ସଳିତାକୁ
ସଳିତା

ସଳିତାଟେ ଜଳୁଥିଲା
ନିଜେ ପୋଡିଯାଇ ବିନା ଚିତ୍କାର କରି,
ଦୀପ ଉପରେ ନିଜକୁ ସଜାଇ
ପବନ ଝଟକାକୁ ଖାତିର ନକରି
ହେଲେ ବର୍ଷା ସରୁ ସରୁ କରେଣ୍ଟ୍ ଆସିଗଲା
ଏତେ ଯତ୍ନରେ ଅନେଇଥିବା ସଳିତାକୁ
ଭୁସ୍ କି  ଫୁଙ୍କି  ଲିଭାଇଦେଲି,
ନିଷ୍କପଟେ ଜଳୁଥିଲା,
ବନ୍ଚିଗଲା ଆଜି
କେ ଜାଣେ ପୁଣି କେବେ ସ୍ୱାର୍ଥପର କିଏ 
ଜଳେଇବ ତାକୁ ଦରମରା ଅବସ୍ଥାରୁ
କଲବଲ କରି ଖାତିର ନକରି...

 ସଳିତା

ସଳିତାଟେ ଜଳୁଥିଲା
ନିଜେ ପୋଡିଯାଇ ବିନା ଚିତ୍କାର କରି,
ଦୀପ ଉପରେ ନିଜକୁ ସଜାଇ
ପବନ ଝଟକାକୁ ଖାତିର ନକରି
ହେଲେ ବର୍ଷା ସରୁ ସରୁ କରେଣ୍ଟ୍ ଆସିଗଲା
ଏତେ ଯତ୍ନରେ ଅନେଇଥିବା ସଳିତାକୁ