Nojoto: Largest Storytelling Platform

ମୁଁ ଯଦି ହଜି ଯାଏ,କେଉଁ ଏକ ନୀଳ ଆକାଶରେ.

ମୁଁ ଯଦି ହଜି ଯାଏ,କେଉଁ ଏକ ନୀଳ ଆକାଶରେ.

              ଯନ୍ତ୍ରଣା, ଵି ଥାଏ ମୋର  ସାଥେ..

ମୁଁ ଯଦି,ହଜି ଯାଏ,କେଉଁ ଏକ  ଦେଉଳ ବେଢାରେ 

        ଯନ୍ତ୍ରଣା ଵି ସାଥେ ଥାଏ ଛପି,

 ମୁଁ ଯଦି ଚାଲି ଯାଏ, କେଉଁ, ଏକ ଅଜଣା ରାଇଯେ..

     କିମ୍ବା ଅଖୋଜ ପଥରେ,  ଯନ୍ତ୍ରଣା ବିଳପି ,ଉଠେ ହୃଦୟ

 ତନ୍ତ୍ରିରେ, କେଉଁ ଏକ ନିଖୋଜ କୋଣରେ 

ମୁଁ ଯଦି ଭାସିବୁଲେ ସାଗରରେ,  ଉର୍ମିମାଳା  ପରେ ।

  ଯନ୍ତ୍ରଣା ଵି ଭାସି ବୁଲେ, ପାଖେ ।

ଜୀବନ, ସହିତ ଯନ୍ତ୍ରଣା ର ଏହି ,ଲୁଚକାଳି ଖେଳ ଦେଖି ।

ସ୍ତବ୍ଧ ହୁଏ ମୋ ଦୁଇ ନୟନ,  
 
       ସତେ ଯେପରି ଯନ୍ତ୍ରଣା , ଶାଶ୍ୱତ ଓ ଚିରନ୍ତନ ।  

  collab କରନ୍ତୁ ଉପରୋକ୍ତ ପଦଟିରେ।ଆନ୍ତରିକ ଶୁଭେଚ୍ଛା ।
#ହଜିଯାଏ#collab #yqbhaina  #odiapoetry #odiakavita #odiawritings #odiaquotes #odialiterature
Collaborating with yqbhaina

kmishra1322

k. Mishra

New Creator