ସ୍ମୃତି କେବେ ମରେନାହିଁ। ସ୍ମୃତି କେବେ ହଜେନାହିଁ। ଭାବନାର ପଥେ ଆସି, ମନେ ସିଏ ଯାଏ ବସି। ଖୋଲିଦିଏ ସୁଖ ଦୁଃଖ ର କୁହୁକ ପେଡ଼ି, ସେ ପେଡ଼ିରେ ଖାଲି ଥାଏ ଯାହା ସମୟର ବେଡ଼ି। #ସ୍ମୃତି #ଭାବନା #କୁହୁକପେଡ଼ି #yqodia #yqbhaina #pinta_quote