"ଦୁହିତା" ଦୁଇ କୁଳକୁ ହିତା ବୋଲି ନା ତା ଦୁହିତା କିନ୍ତୁ ସେ ଚାଲି ପାରୁନି ଆଜି ସମାଜ ରେ କାରଣ ତାକୁ ଡର ସେ ରକ୍ତ ର ଛିଟା। ଚାଲି ପାରୁନି ସେ ମନ ଖୋଲି ରାସ୍ତା ରେ ବଳାତ୍କାର ର ଭୟ ତା ଛାତି ଭିତରେ ଆରେ ଅଲାଜୁକ ସମାଜ ଯାହା ଠାରୁ ତୁଇ ଜନ୍ମ ନେଇ କରୁଚୁ ତାର ତିରସ୍କାର ତୁହି ଭୁଲି ଯାଉଛୁ ତୁହି ସେଇ ଦୁହିତା କେବେ ଦୁର୍ଗା, ତ କେବେ ଅଗ୍ନି ରୁପି କାଳୀ ବି ହୋଇ ପରାଇ। ©Sp Smruti Ranjan Pati #odia #odiapoem #Balatkar #duhita #sp #allalone