Nojoto: Largest Storytelling Platform

ହେ ମହମ୍ମଦ୍ ! ତୁମ ଜ୍ୟୋତିର୍ମୟ ଆବିର୍ଭାବ ଦୂରେଇଦେଲା ଧର

ହେ ମହମ୍ମଦ୍ !

ତୁମ ଜ୍ୟୋତିର୍ମୟ ଆବିର୍ଭାବ
ଦୂରେଇଦେଲା ଧରାରୁ ଅନ୍ଧକାର

ଶିକ୍ଷା ଦେଲ ତୁମେ ମାନବତା ର
ଦୟା ,କ୍ଷମା ,ନ୍ୟାୟ ,ସମାନତା ର

ଉଚ୍ଚ,ନୀଚ୍ଚ ନାହିଁ ବୋଲି କହିଦେଲ
କଳା ଗୋରାର ନାହିଁ ଭେଦ ଭାବ

ବିଧବାଂକୁ ଦେଲ ତୁମେ ଉଚ୍ଚ ସମ୍ମାନ
ବୁଝେଇଲ ସଭିଂକୁ କନ୍ୟ‍ା ଅଟେ ରତନ

ଅସହାୟଂକୁ ବି କଲ ସମାଜର ଅଂଶୀଦାର
ଅନାଥଂକୁ ପ୍ରଦାନ କଲ ତାଂକ ଅଧିକାର

ଅତ୍ୟାଚାରୀ ପାଇଁ ବି ତୁମେ କରୁଣାକର
ତୁମେ ହିଁ ପଥପ୍ରଦର୍ଶକ ବିଶ୍ଵଶାନ୍ତିର । Eid Milad-un-Nabi
ହେ ମହମ୍ମଦ୍ !

ତୁମ ଜ୍ୟୋତିର୍ମୟ ଆବିର୍ଭାବ
ଦୂରେଇଦେଲା ଧରାରୁ ଅନ୍ଧକାର

ଶିକ୍ଷା ଦେଲ ତୁମେ ମାନବତା ର
ଦୟା ,କ୍ଷମା ,ନ୍ୟାୟ ,ସମାନତା ର

ଉଚ୍ଚ,ନୀଚ୍ଚ ନାହିଁ ବୋଲି କହିଦେଲ
କଳା ଗୋରାର ନାହିଁ ଭେଦ ଭାବ

ବିଧବାଂକୁ ଦେଲ ତୁମେ ଉଚ୍ଚ ସମ୍ମାନ
ବୁଝେଇଲ ସଭିଂକୁ କନ୍ୟ‍ା ଅଟେ ରତନ

ଅସହାୟଂକୁ ବି କଲ ସମାଜର ଅଂଶୀଦାର
ଅନାଥଂକୁ ପ୍ରଦାନ କଲ ତାଂକ ଅଧିକାର

ଅତ୍ୟାଚାରୀ ପାଇଁ ବି ତୁମେ କରୁଣାକର
ତୁମେ ହିଁ ପଥପ୍ରଦର୍ଶକ ବିଶ୍ଵଶାନ୍ତିର । Eid Milad-un-Nabi