ପଥର ହୃଦୟ କି ବା ଆଉ ଥରେ କାହାକୁ ହସେଇ ଦେଇ ପାରେ , ଯାହାର ହୃଦୟ ଥରେ ଭାଙ୍ଗିଛି ସେ କ'ଣ ପୁଣି ଆଉ ଥରେ କାହାକୁ ନିଜ ମନ ଦେଇ ପାରେ ।।। #yourfeelings_mywords #yqodia #yqbhaina #ପଥର #ହୃଦୟର_କଥା