Nojoto: Largest Storytelling Platform

ତୁମେ ଆଦି, ତୁମେ ଅନ୍ତ ତୁମେ ଅତୀତ, ତୁମେ ଭବିଷ୍ୟତ। ଯୁଗ ପ

ତୁମେ ଆଦି, ତୁମେ ଅନ୍ତ
ତୁମେ ଅତୀତ, ତୁମେ ଭବିଷ୍ୟତ।
ଯୁଗ ପରେ ଯୁଗ ବିତିଯିବ ସତ
କେବେ କିନ୍ତୁ ନଲିଭିବ ଗୋଟିଏ ଯେ ସତ୍ୟ 
ସେ ଏକା ଜଗନ୍ନାଥ 🙏🙏🙏 Image source _Google
ଜୟ ଜଗନ୍ନାଥ ସ୍ଵାମୀ
ନୟନ ପଥଗାମୀ ଭବତୁମେ 🙏
#ଜୟ_ଜଗନ୍ନାଥ 
#ଭକ୍ତି 
#ଭକ୍ତଓଭଗବାନ
#lilywritting
#yourquotedidi
ତୁମେ ଆଦି, ତୁମେ ଅନ୍ତ
ତୁମେ ଅତୀତ, ତୁମେ ଭବିଷ୍ୟତ।
ଯୁଗ ପରେ ଯୁଗ ବିତିଯିବ ସତ
କେବେ କିନ୍ତୁ ନଲିଭିବ ଗୋଟିଏ ଯେ ସତ୍ୟ 
ସେ ଏକା ଜଗନ୍ନାଥ 🙏🙏🙏 Image source _Google
ଜୟ ଜଗନ୍ନାଥ ସ୍ଵାମୀ
ନୟନ ପଥଗାମୀ ଭବତୁମେ 🙏
#ଜୟ_ଜଗନ୍ନାଥ 
#ଭକ୍ତି 
#ଭକ୍ତଓଭଗବାନ
#lilywritting
#yourquotedidi
rrsahoo7966

R.R Sahoo

New Creator