ତୋ ପ୍ରେମ ପାଇଁ ଅପେକ୍ଷା ସରିଗଲା ସ୍ବପ୍ନ ହେଲାନି ପୁରା ରାତି ପାହିଗଲା ଏକା ଏକା ରହିଯାଇଛି ମୁଁ ଜୀବନରେ ସବୁଦିନ ପାଇଁ ତୋ ପାଖେ ମୋ ପ୍ରେମ ହାରିଗଲା #geli #yqbaba #yqbhaina #yqodia #muodia