Nojoto: Largest Storytelling Platform

ସଭିଙ୍କର ପ୍ରିୟ ସିଏ, ସମସ୍ତଙ୍କର ଅତି ପ୍ରିୟ ମାଉସୀ (ବୁଢ଼

ସଭିଙ୍କର ପ୍ରିୟ ସିଏ,
ସମସ୍ତଙ୍କର ଅତି ପ୍ରିୟ ମାଉସୀ (ବୁଢ଼ୀ ନାନୀ)
ତା'ର ସେ ସ୍ଥାନ କାଇଁ ଆଉ କିଏ ଆସିପାରିଛି,
କେତେ ଆଡମ୍ବର ସହକାରେ ଯେ,
 ସିଏ ଅପୂରଣୀୟ ସ୍ଥାନ ପାଇଛି।
ତା'ର ଅଗଣିତ ସ୍ନେହ ଆଦର କରିବା ଶୈଳୀ,
କାଇଁ ଆଉ କେଉଁଠି ଖୋଜି ପାଉ ନାହିଁ ।
ତା'ର ପ୍ରତିଛବି ମୋ ଭିତରେ ଦର୍ଶା ଯାଇନାହିଁ,
କିନ୍ତୁ ଏ କଥା ମିଛ ମଧ୍ୟ ନୁହେଁ ।
ଯେ ସିଏ ତା'ର ପ୍ରତିଟି ଅଭିମାନ,
 ମୋ ଭିତରେ ଭରିଦେଇ ଯାଇଛି ।

©swetasumanmishra #memory 
#Grandparents #grandmother #my #mine #write #world 

#PARENTS
ସଭିଙ୍କର ପ୍ରିୟ ସିଏ,
ସମସ୍ତଙ୍କର ଅତି ପ୍ରିୟ ମାଉସୀ (ବୁଢ଼ୀ ନାନୀ)
ତା'ର ସେ ସ୍ଥାନ କାଇଁ ଆଉ କିଏ ଆସିପାରିଛି,
କେତେ ଆଡମ୍ବର ସହକାରେ ଯେ,
 ସିଏ ଅପୂରଣୀୟ ସ୍ଥାନ ପାଇଛି।
ତା'ର ଅଗଣିତ ସ୍ନେହ ଆଦର କରିବା ଶୈଳୀ,
କାଇଁ ଆଉ କେଉଁଠି ଖୋଜି ପାଉ ନାହିଁ ।
ତା'ର ପ୍ରତିଛବି ମୋ ଭିତରେ ଦର୍ଶା ଯାଇନାହିଁ,
କିନ୍ତୁ ଏ କଥା ମିଛ ମଧ୍ୟ ନୁହେଁ ।
ଯେ ସିଏ ତା'ର ପ୍ରତିଟି ଅଭିମାନ,
 ମୋ ଭିତରେ ଭରିଦେଇ ଯାଇଛି ।

©swetasumanmishra #memory 
#Grandparents #grandmother #my #mine #write #world 

#PARENTS