ବାତ୍ୟା ଫଣି ପଢ଼ନ୍ତୁ ଅନୁଶୀର୍ଷକ ରେ। ଏ ଆଖି ଦେଖିଛି ଅନେକ ବାତ୍ୟା, ୯୯ବେଳେ ମିଞ୍ଜି ମିଞ୍ଜି ଆଖି ରେ ଡରି ଡରି ଆଉ ବର୍ତ୍ତମାନ ଛାତି ଦେଖାଇ ଦମ୍ଭ ରେ ଭାରି ଅମାନିଆ ଏ ବାତ୍ୟା ଗୁଡା ବିନା ନିମନ୍ତ୍ରଣ ରେ ପହଞ୍ଚିଯାନ୍ତି ଘରର କବାଟ ବାଡ଼େଇ ଆଉ କିଛି ଭାବିବା ଆଗରୁ ପାଲଟି ଯାଆନ୍ତି ରାକ୍ଷସ, ଏ ବାତ୍ୟା