ନା ତୁଇ କହି ପାର୍ ସୁ ନା ମୁଇ ତତେ ଜୁଗି ଜୁଗି ଯାଏସି ସୁଇ। ଏ ପେରେମ୍ ମତେ ମାରୁଛେ ଜିନ୍ଦା ଜେଭୁନୁ ହେଲିନ ତୋର୍ ଉପରେ ଫିଦା। ମିଲନ୍ ଆମର୍ ଭାଗେ ଲେଖିଛେ କି ନାଇ ମହାପୁରୁ ମୁହୁଥି ହସି ଆଉ ଲୁହର୍ ନଦୀ ଟେ ବହେସି ଦିଲ୍ ଭିତରୁ। #ଭାଷାକୋଶଳୀ଼ #ଭାଷାସମଲପୁରୀ #yqodia #odiakavita #odialiterature #sambalpurishyari #sambalpuriquotes #YourQuoteAndMine Collaborating with Mr Pairabi Suna