Nojoto: Largest Storytelling Platform

ଦିନେ ଇଂରାଜୀ ର ଇଙ୍ଗିତରେ ବିସ୍ତାରିତ ବିଜ୍ଞାନ ବାଟରେ ବାଟ

ଦିନେ ଇଂରାଜୀ
ର ଇଙ୍ଗିତରେ
ବିସ୍ତାରିତ ବିଜ୍ଞାନ
ବାଟରେ ବାଟୋଇ 
ସାଜିଥିଲୁ, ଆଉ 

ଏବେ

ସାହିତ୍ୟର ସାହାସରେ 
ମୋ ଆଡ଼େ 
ଚାହୁଁନୁ ମୁଁ କ'ଣ
ସତରେ! 
ତୋ ପାଇଁ ଅପରିଚିତ ।। #ଜୀବନଏକସମୀକରଣ 
#ହାରିଗଲି_ସବୁଦିନ_ପାଇଁ 
#yqodia
#yqbhaina  
#yourquoteodia 
#odiawritings
ଦିନେ ଇଂରାଜୀ
ର ଇଙ୍ଗିତରେ
ବିସ୍ତାରିତ ବିଜ୍ଞାନ
ବାଟରେ ବାଟୋଇ 
ସାଜିଥିଲୁ, ଆଉ 

ଏବେ

ସାହିତ୍ୟର ସାହାସରେ 
ମୋ ଆଡ଼େ 
ଚାହୁଁନୁ ମୁଁ କ'ଣ
ସତରେ! 
ତୋ ପାଇଁ ଅପରିଚିତ ।। #ଜୀବନଏକସମୀକରଣ 
#ହାରିଗଲି_ସବୁଦିନ_ପାଇଁ 
#yqodia
#yqbhaina  
#yourquoteodia 
#odiawritings