ବିଶ୍ୱାସର ପୁରଦିଆ ପିଠାରେ ଭୋକ କେବେ ମରେନା, ଅନ୍ତହୀନ ଦୁନିଆରେ ସ୍ନେହ କେବେ ସରେନା। ଭଉଣୀର ପାଇଁ ଭାଇ ତାର ସଦା ଚକ୍ ଚକ୍ ହୀରା ମୁଦି, ଟଙ୍କା ଦେଇ କେବେ ସମ୍ପର୍କକୁ କିଣାଯାଇ ପାରେନା। ଏ ସ୍ନେହର ବନ୍ଧନ ପାଇଁ ଅନେକ ଭଲପାଇବା। #ରାକ୍ଷୀ #ବନ୍ଧନବିଶ୍ୱାସର #yqodia #yqbhaina #sisterlove #pinta_quote