ଫନି ରେ ଜନ୍ମ ହେଇଥିବା ଛୁଆଟେ ମୁଁ ପଢନ୍ତୁ କବିତା ଅନୁଶୀର୍ଷକ ରେ..... ମୁଁ ଆସିଥିବା ଦିନ ଦୁନିଆ ଅନ୍ଧକାର ଥିଲା ହସ୍ପିଟାଲ୍ ର ପ୍ରତି ମଣିଷ ହାହା ହେଇ ଦୌଡୁଥିଲେ, ମୋ ଅଜାଣତରେ ପବନ ମୋ ଆଖି ଫିଟିବା ଆଗରୁ ମୋ ଦେହର ପ୍ରତ୍ୟେକ ଅଙ୍ଗକୁ ଛୁଇଁଦେଇଥିଲା ଆକାଶ ନିସ୍ତବ୍ଦ, ମାଟି ଅନାଥ ଆଉ ହସ୍ପିଟାଲ୍ ର କାନ୍ଥ ଗୁଡା ଭୟରେ ଥରୁଥିଲେ । ମୁଁ ସେଦିନ ଜନ୍ମ ହେଲି ,