କୌଣସି ସମ୍ପର୍କ କେବେ ବି ପକୃତି ହାତରେ ଭାଙ୍ଗେନାହିଁ ଆମର ସ୍ବାର୍ଥପରତା ,ମିଛ,ଅଣଦେଖା ହିଁ ସମ୍ପର୍କକୁ ଭାଙ୍ଗି ଚୁରମାର କରିଦିଏ ଏ ସମ୍ପର୍କ ବି ଅଜବ ପ୍ରକାର ଶବ୍ଦ ବିଶ୍ବାସ ନ ପାଇବା ପର୍ଯ୍ୟନ୍ତ ଆରମ୍ଭ ହୁଏ ନାହିଁ ଓ ଧୋକା ନ ଖାଇବା ପର୍ଯ୍ୟନ୍ତ ଶେଷ ହୁଏ ନାହିଁ #NojotoQuote #odiya#odiyashayri