Nojoto: Largest Storytelling Platform

ନାରୀ , ଦେବୀ , ମା , ଝିଅ , ମାଲ୍ ଯାହା ବି କୁହ ଏଠି ମତେ

ନାରୀ , ଦେବୀ , ମା , ଝିଅ , ମାଲ୍ 
ଯାହା ବି କୁହ ଏଠି ମତେ ହିଁ ବୁଝା ଯାଏ । 

ସେଇ ପୁରୁଷ ଜିହ୍ୱା ଯେବେ କହୁଥାଏ ମାଆ ,  " ଆରେ ମାଲ୍ ଟା ଯାଉଛି ରେ " 
ଏତିକି ମତେ କହିବାକୁ ମଧ୍ୟ ପଛାଏ ନାହିଁ । 

ଗୋଟେ ଘରେ ଝିଅ ହେଇଚି ବୋଲି ମିଠା ବାଣ୍ଟି ଲା ବେଳେ 
ଅନ୍ୟ ପଟେ ସେଇ କୋମଳ ମତି କୁ ପେଟ ରୁ ହତ୍ୟା କରା ଯାଏ । 

ଆଜି ରାତି ରେ ବାହାରେ ବୁଲିବା ମୋ ପାଇଁ ସ୍ଵପ୍ନ ।
 ହୁଏତ ଆଜି ଦୁର୍ଗା ମଣ୍ଡପ ରେ ପୂଜା ପାଉଛି , କିନ୍ତୁ ସତରେ କଣ ଦୁର୍ଗା ଆଜି ସୁରକ୍ଷିତ ଅଛି ?? 

ଆଜି କେହି ମତେ କିଛି କହିଲେ ଯଦି ମୁଁ ମୁହଁ ଖୋଲିଛି
 ତେବେ ମିଳେ ମତେ ଏସିଡ ଆତଙ୍କ ର ଭୟ । 

ନପୁଂସକ ହାତ ରେ ଯେବେ ମୋ ବଳାତ୍କାର ହୁଏ ମୋ ଚିତ୍କାର କେବଳ ଚାରି କାନ୍ଥ ରେ ବନ୍ଦ ହୋଇ ଯାଏ , ଯଦି ରାଜନୀତି ହାତ ରେ ଅଛି 
ତେବେ ସେ ଚିତ୍କାର ମହମବତୀ ଓ ନିଆଁ ର ରୂପ ନିଏ । 

swipe👉 #Woman