Nojoto: Largest Storytelling Platform

ଭାବିଦେଲେ ନିଦ ଆଖିରୁ ଉଡ଼ିଯିବ, ଜିତିବାର ନିଶା ମୁଣ୍ଡକୁ ଚ

ଭାବିଦେଲେ ନିଦ ଆଖିରୁ ଉଡ଼ିଯିବ,
ଜିତିବାର ନିଶା ମୁଣ୍ଡକୁ ଚଢ଼ିଯିବ,
ଡେରି ହେଲେ ଟିକେ ଡର ଲାଗେ ଏଇ ମୃତ୍ୟୁର ତାଣ୍ଡବ ଦେଖି,
ଆଖିବୁଜା ବୁଲେ କାଳର ଆଙ୍ଗୁଠି;
କିଏ ଜାଣେ ! କେତେବେଳେ ମୋ ପାଳି ପଡ଼ିଯିବ ।
@suvam@

©Saipada Brajamohan #Messedmoon ମୃତ୍ୟୁର ତାଣ୍ଡବ