Nojoto: Largest Storytelling Platform
sakshya5975
  • 10Stories
  • 88Followers
  • 45Love
    28Views

S Akshya

  • Popular
  • Latest
  • Video
113af7a826e5734cedb28f3cc406e939

S Akshya

ପ୍ରଣତୀ ଶୁଭ ରାତ୍ରି
ପ୍ରଜ୍ଞ ହୋଇ କାଇଁ ଅଜ୍ଞ ବଶରେ ଫିଙ୍ଗୁ ଅଛ ପ୍ରେମ ଫାଶ
ନ'କର ଭାମିନୀ କରୁଛି ଦଇନୀ ଆଉ ଏଡେ ସର୍ବନାଶ..॥
ତିରସ୍କାର ଆଉ କର ନାହିଁ ବାମା ବାରେ ହୃଦେ ଦୟା ଭାବେ
ସୁର ସୁରା ମୂନି ବନ୍ଦିତ ତବ ପୟର ଯୁଗଳ ଏବେ..॥
ଭଦ୍ରେ ଏତିକି ବିନତି ଗୋ ବାରେ ବାରଣ କରନି ଜମା
ରାତି ଯାଏ ବିତି ଆଗୋ ପ୍ରିୟ ସତୀ କରିଦିଅ ମୋରେ କ୍ଷମା..॥
ତିଥ ନିଅ ପଛେ ତିତିକ୍ଷୁ ପାଶରୁ ଫାଶୁ କର ମୁକୁଲିତ
ଅକ୍ଷୟ ରହୁ ତବ ଯଶ ଗାନ ପୁରାଅ ଗୋ ମନୋରଥ..॥ ଶୁଭ ରାତ୍ରି

ଶୁଭ ରାତ୍ରି

113af7a826e5734cedb28f3cc406e939

S Akshya

ଶୀତ ତ
ବହୁତ ବଢି ଗଲ‍ାଣି..
ଉଷ୍ମତା ପାଇବାକୁ..
କାହା ବାହୁ ବନ୍ଧନ ରେ
ଶୋଇ ଯାଇଥିବ ତମେ..
ମୁଁ ଶୋଇ ଯିବି
ଜୁଇ ର ନିଆଁ ରେ..
ତୁଷାର ପାତ
ଅନେକ୍ ହେଲାଣି
ଦୁହେଁ ଦୁହିଙ୍କୁ ଜାବୁଡି
ନିଆଁ ପୋଉଁ ଥିବ ତମେ
ମୁଁ..ଜଳି ଜଳି ପାଉଁଶ
ହେଉ ଥିବି
ଦୁହିଙ୍କ ଉଷ୍ମତା ନାମେ.. ଦୁହିଙ୍କ ଉଷ୍ମତା ନାମେ

ଦୁହିଙ୍କ ଉଷ୍ମତା ନାମେ

113af7a826e5734cedb28f3cc406e939

S Akshya

ମୁନୁସ୍ ପନିଆଁ
ଘିନି ନାଇ ହୁଏ ବାବୁ ରେ ପଏସା ରେ କେଭେ କାହାକେ
ଭଲ୍ ପାଏବାର୍ ଏଖେଇ ଗୁଟେ ଘିନି ହେସି ସବ୍ କେ॥

ସୁନା ରୁପା ଦେଇ କିଏ କାହାକେ କେଭେ ପାରିଛେ ଘିନି?
ଜେନେ ଥିବା ଭଲ୍ ପାଏବାର୍ ଟା ନୁନ୍ ଲାଗ୍ ବା ଚିନି॥

ବାରି ଫାଲର୍ ଚୁଆଁ ଦେସି ରେ ପୁରା ଗଂଗାର୍ ପାଏନ୍
ମନ୍ ମିସି ଗଲେ ଲାଗ୍ ସି ପୁରା ସଁସାର୍ ଅଏନ୍॥

ଘିନି ଆନ୍ ରେ ମୁନୁସ୍ ପନିଆଁ ମନ୍ ବଏନା ଦେଇ
ଦେଖ୍ ବୁ ଦେବ୍ ତା ଆଏବେ ବାବୁ ତୋର୍ ପାଖ୍ କେ ଧାଇଁ॥ ମୁନୁସ୍ ପନିଆଁ

ମୁନୁସ୍ ପନିଆଁ

113af7a826e5734cedb28f3cc406e939

S Akshya

ଠିକ୍ ତୁମ ପରି

ଠିକ୍ ତୁମ ପରି

113af7a826e5734cedb28f3cc406e939

S Akshya

ତମେ କେନ ଲୁକି ଦେଲ..??
ଜଜ୍ଞ ଭିତ୍ ରୁ ବାହାର୍ ଲି ବଲି
ଜାଜ୍ଞସିନି ନାଁ ଦେଲ
ଟିକେ କଲା ଥିଲି ବଲି
ତମର୍ ନାଁ ହିସାବେ ନାଁ ଦେଲ
ପୁରୋଚନ୍ ର ତହଁକେ..
ଚାପି ହଇଥିବାର୍
ମୋର୍ ମନ୍ ର ଅକୁହା କଥା,
ପାଚ୍ ପାଁଣବ୍ ନୁ ବି ଜହ
କରନ୍ କେ ଭଲ୍ 
ପାଏସିଁ ବଲି କୁହେଇ
ସତ୍ ଆମ୍ ସାଂଗେ
ମତେ ସତି ବନାଲ
ହେ..ବଏଁସି ଧାରି
ଜୁଆ ସାଲେ ମତେ
ବିବସ୍ତରା କଲା ବେଲେ
ମୋର୍ ଇଜତ୍ ରକ୍ଷା କଲ
ଇହାଦେ ହଜାର୍ ଦୁର୍ ପଦିକେ
ଦୁସାସନ୍ ମାନେ କେଚ୍ କେଚା କଲାବେଲେ
ତମେ କେନେ ଲୁକି ଦେଲ..??? ତମେ କେନ ଲୁକି ଦେଲ?

ତମେ କେନ ଲୁକି ଦେଲ?

113af7a826e5734cedb28f3cc406e939

S Akshya

..ମୁଇଁ ଅସ୍ବସ୍ଥାମା କହୁଛେଁ..
ରୁଘା ବଡ୍ ରୁଗିଆ
ହେଇ ବୁଲୁଛେଁ..
ଉତ୍ ରା ର୍ ଗର୍ଭର୍ 
ଛୁଆ କେ ମ‍ାରି
ମସାନ୍ ପଦାନ ଦଁଦଁ କରି
ସବୁ ଦିନ୍ ମୁଇଁ ଜଲୁଛେଁ
ପେଟ୍ ଭଂଗାନୁ ଧୁରିଆ ରହ
ସିଖିତ୍ ସମାଜ୍ 
ମୁଁଇ ଅସ୍ବସ୍ଥାମା କହୁଛେଁ ମୁଇଁ ଅସ୍ବସ୍ଥାମା କହୁଛେଁ

ମୁଇଁ ଅସ୍ବସ୍ଥାମା କହୁଛେଁ

113af7a826e5734cedb28f3cc406e939

S Akshya

..ରକତ୍ ର ମୁଲ୍..??
ହାତ୍ କାଟି
ନାଁ ଲେଖି ଦେଲା ବଲି
ତା'ର୍ ରକତ୍ ଦେଖି
ତାହାକେ ତୁଇ
ଭଲ୍ ପାଏଲୁ..???
ଜିଏ ତତେ..
ମାନ୍ ମାନ୍ ରକତ୍ ଦେଇ
ଜନମ୍ ଦେଲା
ପୁସିପାଲି ବଡ୍ କଲା
ତା'ର୍ ରକତ୍ ର ମୁଲ୍
ବୁଝି ନାଇ ପାର୍ ଲୁ..??॥ ରକତ୍ ର ମୁଲ୍

ରକତ୍ ର ମୁଲ୍

113af7a826e5734cedb28f3cc406e939

S Akshya

ପରିକ୍ଷା
ପରିକ୍ଷା ତ..
ସିତାର୍ ଲାଗି ନାଇ ଥାଇ
ଥିଲା
ବୁଦ୍ଧିଜିବି ସମାଜ୍ ର ଲାଗି
ସୁନାକେ
ଆର୍ ଆର୍ ଚକ୍ ଚକାବାର୍
ଲାଗି ସିନେ
ରାମ୍
ପୁଡେଇ ଥିଲେ ସୁନା
ରୁପି ସିତା କେ
ରଗ୍ ରଗା ଜୁଏ
ଉମେହି ଥି॥

113af7a826e5734cedb28f3cc406e939

S Akshya

ପରିକ୍ଷା ତ..
ସିତାର୍ ଲାଗି ନାଇ ଥାଇ
ଥିଲା ବୁଦ୍ଧି ଜିବି ସମାଜ୍ ର ଲାଗି
ଜେନ୍ ମାନେ କି ଅଜ୍ଞତା ର୍
ପଛରା ଉଢି
ସିତାକେ ଦେଖୁ ଥିଲେ
ଗୁଟେ ଦୁସୁରା ଆଁଖି..
ସୁନା କେ..
ଆର୍ ଚକ୍ ଚକାବାର୍ ଲାଗି
ରାମ୍..
ପୁଡେଇ ଥିଲେ ସୁନା
ରଗ୍ ରଗା ଜୁଏ ଉମେହି ଥି...॥ ପରିକ୍ଷା

ପରିକ୍ଷା

113af7a826e5734cedb28f3cc406e939

S Akshya

..ଗୁଟେ ନୁଆଁ ସକାଲ୍..
ହେଦେ ଦେଖ୍
ପୁରା ଫଏର୍ଚା ହଇ ଗଲାନ
ସୁରୁଜ୍ ର କିରନ୍ ଦେଖି 
ଚେରେ ମାନେ ଚରା ଖୁଜି ଗଲେନ..
ତୁଇ କାଏଁ କରି ତୁମ୍ ପଡିଛୁଜେ
ଉଠ୍ ସପନ୍ କେ ଭାଂଗ୍
ଅଁଟାକେ ସଲ୍ ଖା
ଥରେ ଭଁଟାନୁ ବୁଲି ଆସି ଦେଖ୍
ତୋର୍ ନୁ ବି ଆର୍ ଦୁଖି
ପହଁତିଆ ନୁ ବୁଲୁଛନ୍
ଗୁଟେ ନୁଆଁ ସକାଲର୍
 କଅଁଲି କିରନ୍ ର ଲୁଭେ.. ଗୁଟେ ନୁଆଁ ସକାଲ୍

ଗୁଟେ ନୁଆଁ ସକାଲ୍

loader
Home
Explore
Events
Notification
Profile