Nojoto: Largest Storytelling Platform
dearpast1598
  • 211Stories
  • 0Followers
  • 0Love
    0Views

Dear Past

  • Popular
  • Latest
  • Video
20bc3d239c7ca6fcf65afa628d51e544

Dear Past

बैराग का चोला ओढ़े, हाथ में कमंडल लिए मोक्ष कि खोज् में जाना हे
ये मेरे भोले कि नगरी काशी बस यहीं तो मेरा ठिकाना हे।  Sanyasi....

Sanyasi....

20bc3d239c7ca6fcf65afa628d51e544

Dear Past

ମନେ ଅଛି ସେଇ ପିଲା ଦିନ!! ...... 
କେତେ କଥା ଆମେ ଭାବିଥିଲେ, ଆଖିରେ ଥିଲା କେତେ ସ୍ବପ୍ନ
ମନେ ଅଛି ସେଇ ପିଲା ଦିନ!!.....
ସାଂଗହୋଇ ଆମେ ଖେଳରେ ଖେଳରେ ଗଢିଥିଲେ ନୂଆ
ଜୀବନ
ହାତ ଧରା ଧରି ହୋଇ ଚାଲିବା ବୋଲି କରିଥିଲେ ଆମେ ପଣ
ଦୁଖରେ ସୁଖରେ ସାଥୀ ହୋଇ ରହିବା ସାରା ଜୀବନ....
ତୁମ ଜନ୍ମ ଦିନେ ଶୁଭେଚ୍ଛା ସହିତ ଜଣାଉଛି ଶୁଭକାମନା
ପିଲାଦିନ ସାଥୀ କୁ ମନେ ରଖିଥିବ, କହିବନି ମୋତେ ଅଚିହ୍ନା...  ମନେ ଅଛି ସେଇ ପିଲା ଦିନ #yqbhaina #yqodia

ମନେ ଅଛି ସେଇ ପିଲା ଦିନ #Yqbhaina #yqodia

20bc3d239c7ca6fcf65afa628d51e544

Dear Past

ଅନ୍ଧାର ରାତିର ଅନ୍ଧାର ଭିତରେ ନିଜକୁ ହଜେଇ ଦେଇଛି
ମନର କାଗଜେ ପ୍ରେମ ତୁଳୀ ଧରି ତୁମ ଛବି ଟିଏ ଆଙ୍କିଛି
ଜହ୍ନ ର ଆଲୋକ ସାକ୍ଷୀ ରଖି ପ୍ରିୟା ତୁମକୁ ଭଲ ପାଇଛି
ମରିବା ପରେବି ଭୁଲିବିନି ପ୍ରିୟା ତୁମ ରାଣ ମୁଁ ଖାଉଛି
ଯେତେ ବାଧା ବିଘ୍ନ ଆସିଲେ ବି ପ୍ରିୟା ମୁଁ ତ ବଞ୍ଚି ରହିଛି 
ସ୍ବପ୍ନ ରାଇଜ ରେ ଆମ ପାଇଁ ପ୍ରିୟା ଘର ଟିଏ ମୁଁ ତୋଳୁଛି
ଆଗକୁ ଆଗକୁ ଦେଖିଯାଅ ପ୍ରିୟା ଆଉ କଣ ସବୁ ଘଟୁଛି 
ତୁମ ଓଠର ନିରବତା ମୋତେ ଅନ୍ଧାର ଘର ପରି ଲାଗୁଛି 
ଅନ୍ଧାର ଘର ପରି ଲାଗୁଛି.... 
 ଅନ୍ଧାର ଘର (part 2) #yqbhaina #yqodia

ଅନ୍ଧାର ଘର (part 2) #Yqbhaina #yqodia

20bc3d239c7ca6fcf65afa628d51e544

Dear Past

ହଜାରେ କାଚର ଭିଡରେ ସେ ଆଜି ମୋତି କୁ ହଜେଇ ଦେଇଛି
କୋଇଲା ପଛରେ ଧାଇଁ ଧାଇଁ ସେ ତ ହୀରାକୁ ହରେଇ ଦେଇଛି
ଖୁସି ରେ ରହିବ ବୋଲି ଭାବି ଭାବି ସେ ତ ଦୁଖକୁ ନିଜର କରୁଛି
ପ୍ରେମ ପ୍ରେମ ବୋଲି ଯାହାକୁ ଭାବୁଛି ଧୋକା ସେଠି ଲୁଚି ରହିଛି 
କେତେ ଭଲପାଏ କହିକି ପାରିବି, ବୁଝି କି ପାରିବ ସିଏ?? 
ଭଲ ମୁଖା ପିନ୍ଧା ସଇତାନ୍ ଟିକୁ ଚିହ୍ନି କି ପାରିବ ସିଏ??? 
ହୃଦୟ ଭିତର ଗାଁ ଟିକୁ ପ୍ରିୟା ଦେଖିଯା ଆସି ତୁ ଥରେ
ଆରମ୍ଭରୁ ଶେଷ ଶେଷରୁ ଆରମ୍ଭ କେବଳ ତୋରି ନାଁ ରେ.. 
କେବଳ ତୋରି ନାଁ ରେ....  କେବଳ ତୋରି ନାଁ ରେ..... #yqbhaina #odiakavita

କେବଳ ତୋରି ନାଁ ରେ..... #Yqbhaina #odiakavita

20bc3d239c7ca6fcf65afa628d51e544

Dear Past

ତୋର ମୋର ଦେଖା ହବ ଆର ଜନମ ରେ

ଅଜଣା ଅଚିହ୍ନା ଅଗମ୍ୟ ପଥରେ ଯାଇଥିଲା ଥରେ ମନ
ତୁମକୁ ପାଇବା ଆଶାରେ ପ୍ରିୟା ଖୋଜିଥିଲା ରାତି ଦିନ।
ଅନିଦ୍ରା ଅକୁହା ଅଭୁଲା ସ୍ମୃତି ରେ ହଜିଥିଲା  ଥରେ ମନ,   
ତୁମକୁ ପାଇବା ଆଶାରେ ପ୍ରିୟା ଦେଖିଥିଲା କେତେ ସ୍ବପ୍ନ
ଚାଲୁ ଚାଲୁ ବାଟ କିଛିଦୂର ଗଲା କିଛି ରହିଗଲା ଅଧାରେ
ଦେଖୁ ଦେଖୁ ସ୍ବପ୍ନ ରାତି ସରିଗଲା କିଛି ରହିଗଲା ଅଧାରେ,
ଯେଉଁଠି ବି ଅଛୁ ଯେମିତି ବି ଅଛୁ ଥା ପ୍ରିୟା ତୁ ଖୁସିରେ 
ତୋର ମୋର ଦେଖା ହବ  ଆର ଜନମ ରେ... 
ଆର ଜନମ ରେ....  ତୋର ମୋର ଦେଖା hobo ଆର ଜନମ ରେ... #yqbhaina

ତୋର ମୋର ଦେଖା hobo ଆର ଜନମ ରେ... #Yqbhaina

20bc3d239c7ca6fcf65afa628d51e544

Dear Past

ସ୍ବପ୍ନ 
ଅନ୍ଧାରିଆ ରାତିର ନିର୍ଜନ ଗୁମ୍ଫାରେ ଦେଖିଥିଲା ଥରେ ମନ
ବାସ୍ତବ ଭାବି ଧାଇଁ ଗଲା ଯେବେ ଜାଣିଲା ସେ ଏକ ସ୍ବପ୍ନ
ନିଦରୁ ଉଠି ଚାହିଁଲା ଯେବେ ସେ ପାଇଲା ନାହିଁ ତା ପ୍ରିୟାକୁ
ବାସ୍ତବ ଆସି କହିଗଲା ତାକୁ ସେ ଥିଲା ଗୋଟେ ସ୍ବପ୍ନ..
ସେ ଥିଲା ଗୋଟେ ସ୍ବପ୍ନ....  Dream... #yqdidi #yqbhaina

Dream... #yqdidi #Yqbhaina

20bc3d239c7ca6fcf65afa628d51e544

Dear Past

ଅନ୍ଧାର ଘର
ତୁମ ଓଠର ନିରବତା ମୋତେ ଅନ୍ଧାର ଘର ପରି ଲାଗୁଛି
ଜଣା ନାହିଁ ମୋତେ ଭବିଷ୍ୟତ ପ୍ରିୟା ତଥାପି ଉତ୍ତର ଖୋଜୁଛି, 
ତୁମ ସେ ଚଞ୍ଚଳ ଆଖି, ମୋତେ ଅଶାନ୍ତ କରି ଦେଇଛି 
ଟିକିଏ ପ୍ରେମ ର ଆଶା ରେ ପ୍ରିୟା ତଥାପି ମୁଁ ବଞ୍ଚି ରହିଛି। 
ଶୁଣି ଥିଲି ଥରେ ନିଃସ୍ବାର୍ଥ ପ୍ରେମ ଯେ ହୁଏନା କେବେ ବିଫଳ
ଅପେକ୍ଷା କେବଳ ସେହିସମୟକୁ କେବେହେବ ପ୍ରେମ ସଫଳ
ତୁମ ବିନା ପ୍ରିୟା ଅନ୍ଧାର ଅନ୍ଧାର ସବୁଠି ଅନ୍ଧାର ଦିଶୁଛି 
ତୁମ କୁ ନ ପାଇ ଜୀବନ ଟି ମୋର ଅନ୍ଧାର ଘର ପରି ଲାଗୁଛି 
     Inner thoughts in her absence...

Inner thoughts in her absence...

20bc3d239c7ca6fcf65afa628d51e544

Dear Past

पता नहीं काहाँ खो गया हूँ.... तुम्हें भुलाने कि कोशिश् में
चारों ओर् तन्हा हि तन्हा है.....पता नहीं  दीन् हे या रात् है 
तुम् परेशान् हो तो हमें नींद् नहीं आति
तुम्हारी आखों के आशु हमें भी रूलाते है
तुम् चाहे मूझसे बात् ना करो.. मुझे कोई शिकायत् नहीं
तुम्हारी आखों कि इशारा हि काफी हे.... मेरा दिल् बेहेलाने के लिए.....  #yqbaba #yqdidi #yqlove #yqdairy #yqalone
20bc3d239c7ca6fcf65afa628d51e544

Dear Past

मुझे पता था ओ मुझे छोड़् देगा....
फिर् भी मेने उसे नहीं छोड़ा...
ओ कहिँ दुर् चला जायेगा...
ए जनते हुए भी मेने उसका दिल् नहीं तोडा.... 
ए दुनिया बहत् मजेदार् है... जैनाब्
इसका हकिकत् सबको नहीं पता, यहां याद् रेहेने के लिए याद् दिलाना पडता है... 
 मोहब्बत् त बहत् दूर् कि बात् है.... यहां प्यार् के लिए कुरूबान् होना पडता है...  #yqbaba #yqdidi #yqlove
20bc3d239c7ca6fcf65afa628d51e544

Dear Past

सबकि आपनि दूनिया होती है
वैसक् तुम्हारी भी होगी.... 
शायद् मुझे पता नहीं था
कि तुम्हारी प्यार् कि किमत् कितनी होगी...... 
घम् नहीं सीक्बा नहीं कोई शिकायत् भी नहीं 
तुम्हें प्यार् जो करता हूं..... 
अब् तो सिर्फ् मौत् का इन्तजार् है 
जहाँ से आयाथा ऊहाँ जाने के लिए तडप् राहा हूँ... 

 #yqbaba #yqdidi #yqlove
loader
Home
Explore
Events
Notification
Profile