Nojoto: Largest Storytelling Platform
anteryamibalsama9384
  • 212Stories
  • 201Followers
  • 3.1KLove
    1.1LacViews

Anteryami Balsamanta

धर्म एव हतो हन्ति धर्मो रक्षति रक्षितः । तस्माद्धर्मं त्यजेन्नैव मा नो धर्मो हतोऽवधीत्॥

  • Popular
  • Latest
  • Repost
  • Video
27955c6575589ca04b98bbca888d30b3

Anteryami Balsamanta

ଯଦି କୌଣସି ବେକ୍ତି ମନରେ ଥରେ କାହା 
ପ୍ରତି ଖରାପ ଚିନ୍ତାଧାରା ଆସି ଯାଏ,
 ତେବେ ସେ ବେକ୍ତି ଯାହାବି କରୁ ନା କାହିଁକି
ଆପଣଙ୍କୁ ଖାଲି ଖରାପ ହିଁ ଦେଖା ଯିବ ।

©Anteryami Balsamanta #Life
27955c6575589ca04b98bbca888d30b3

Anteryami Balsamanta

"କାହାକୁ ବି ପଥର ବୋଲି ଭାବି ଠୋକର ମାରନ୍ତୁ ନାହିଁ, 
ତାଙ୍କୁ ଖୋଦନ କରିବାକୁ ଚେଷ୍ଟା କର, 
ସେ ହୁଏତ ହୀରା ହୋଇପାରେ ।"
Don't kick any person thinking he is a stone, 
try carving him, he may be a diamond.

©Anteryami Balsamanta #good_thought
27955c6575589ca04b98bbca888d30b3

Anteryami Balsamanta

ବନ୍ଧୁତା କୌଣସି ଧନ ଉପରେ ନିର୍ଭରଶୀଳ ନୁହେଁ ।
କୃଷ୍ଣଙ୍କ ବ୍ୟତୀତ ସୁଦାମାଙ୍କର କେଉଁ ଧନ ଥିଲା ?
Friendship is not dependent on any wealth. 
What wealth did Sudama have other than Krishna?

©Anteryami Balsamanta #Dosti
27955c6575589ca04b98bbca888d30b3

Anteryami Balsamanta

ତୁମର ପ୍ରକୃତ ପରିଚୟ ସେତେବେଳେ ପ୍ରକାଶ ପାଇଥାଏ 
ଯେତେବେଳେ ତୁମେ ଖରାପ ସମୟରେ ନିଜ ସହ ଛିଡା ହୁଅ ।
Your true identity is revealed when 
you stand by yourself in bad times.

©Anteryami Balsamanta #true_identity
27955c6575589ca04b98bbca888d30b3

Anteryami Balsamanta

ଏହି ଦୁନିଆରେ ବହୁତ ଅଦ୍ଭୁତ ଲୋକ ଅଛନ୍ତି ।
ସେମାନେ ସମସ୍ତ ଖେଳନାକୁ ଛାଡ଼ି ଭାବନା ସହିତ ଖେଳିଥାନ୍ତି।
There are many wonderful people in this world.
They leave all the toys and play with emotions.
                               💔😢

©Anteryami Balsamanta #sad_status
27955c6575589ca04b98bbca888d30b3

Anteryami Balsamanta

White 
"ମୁଁ ଦେଖିଛି ଲୋକମାନେ ବିରକ୍ତ ହେଲେ 
ବିଦାୟ ନେବାକୁ ପସନ୍ଦ କରନ୍ତି, 
କିନ୍ତୁ ସେମାନେ ପୁନର୍ବାର ମନାଇବା 
ପାଇଁ ପସନ୍ଦ କରନ୍ତି ନାହିଁ ।"
"I've seen people prefer to leave 
when they're upset, but they don't 
like to be persuaded back."

©Anteryami Balsamanta #Sad_Status  Sethi Ji  Anshu writer  narendra bhakuni  shanu Misra  Monu Kumar

#Sad_Status Sethi Ji Anshu writer narendra bhakuni shanu Misra Monu Kumar #SAD

27955c6575589ca04b98bbca888d30b3

Anteryami Balsamanta

ସମାଜ ତୁମର ସତ୍ୟତା ଉପରେ ପ୍ରଶ୍ନ କରିବ 
କିନ୍ତୁ ତୁମର ମିଥ୍ୟାକୁ ସହଜରେ ଗ୍ରହଣ କରିବ ।
Society will question your truthfulness 
but will easily accept your lies.

©Anteryami Balsamanta #GoodMorning #the_bitter_truth  Sethi Ji  Mohan raj  angel rai  narendra bhakuni  shubham mishra

#GoodMorning #the_bitter_truth Sethi Ji Mohan raj angel rai narendra bhakuni shubham mishra #Life

27955c6575589ca04b98bbca888d30b3

Anteryami Balsamanta

ବୁଦ୍ଧ ଜ୍ଞାନ

ଅନ୍ୟମାନଙ୍କୁ ପରିବର୍ତ୍ତନ କରିବା ତୁମ ହାତରେ ନାହିଁ ,
ତୁମ ହାତରେ ତ କେବଳ ନିଜକୁ ପରିବର୍ତ୍ତନ କରିବାକୁ
ହେବ ।
It is not in your hands to change others, 
the only thing in your hands is to change 
yourself.

©Anteryami Balsamanta #Buddha_teachings
27955c6575589ca04b98bbca888d30b3

Anteryami Balsamanta

ସ୍ନେହ, ଯତ୍ନ, ସମ୍ମାନ ଏବଂ ସମୟ ହେଉଛି 
ସେହି ଧନ, ଯଦି ତୁମେ କାହାକୁ ଉପହାର ଦେବାକୁ ଚାହୁଁଛ 
ତାହେଲେ ଆଠୁ ବଡ଼ ଉପହାର ଏ ଦୁନିଆଁରେ ବି ନାହିଁ ।
Love, care, respect and time 
That wealth, if you want to gift it to someone 
Then eight great gifts are not even in this world.

©Anteryami Balsamanta #great_gifts
27955c6575589ca04b98bbca888d30b3

Anteryami Balsamanta

ପ୍ରେମ ଆକାଶ ପରି ହେବା ଉଚିତ, ନା ଅଧିକ ନା କମ୍, 
ପ୍ରକୃତି ସୂର୍ଯ୍ୟ ପରି ହେବା ଉଚିତ, ନା ଉଦୟ ହେବାର ଗର୍ବ, 
ନା ଅସ୍ତ ହେବାର ଦୁଃଖ।
Love should be like the sky, 
neither more nor less; 
nature should be like the sun, 
neither proud of rising 
nor sad of setting.

©Anteryami Balsamanta #forbiddenlove
loader
Home
Explore
Events
Notification
Profile