Nojoto: Largest Storytelling Platform
arjunbalmuch2773
  • 57Stories
  • 224Followers
  • 602Love
    61.9KViews

Arjun Balmuch

i Love music and Singing🎵🎵🎤🎤🎤

  • Popular
  • Latest
  • Video
8c34412e3f48fa5f84e82869953abe77

Arjun Balmuch

White ଯେ ମର୍ଯ୍ୟନ୍ତ ଜଣକୁ ସୁବିଧା ସଯୋଗ ନଦେଇଛ 
ସେପର୍ଯ୍ୟନ୍ତ କେହି 
ଫାଇଦା ଉଠେଇବାକୁ ଚେଷ୍ଟା କରିପାରିବେ ନାହିଁ.

©Arjun Balmuch #sad_dp
8c34412e3f48fa5f84e82869953abe77

Arjun Balmuch

ଯେଉଁ ବ୍ୟକ୍ତି ନିଜର ଯୋଗ୍ୟତା ଜାଣେ
ସେ କେତେବେଳେ ଭୁଲଜାଗାକୁ ଯାଇ
ନିଜକୁ ଅପମାନିତ କରେନା.
ପ୍ରେମ ହେଉ ଅବା ଅନ୍ୟକିଛି.

©Arjun Balmuch
  #snowpark
8c34412e3f48fa5f84e82869953abe77

Arjun Balmuch

କାହା ଉପରେ ରାଗ ତ ଲାଗେନି.
ହେଲେ ଦୁଃଖ ଅବଶ୍ୟ ଲାଗେ,
ଏହି ତ କାରଣ...
କାହାଠାରୁ କେହି ଦୂରେଇଯିବାପାଇଁ

©Arjun Balmuch #loversday
8c34412e3f48fa5f84e82869953abe77

Arjun Balmuch

Nature Quotes Ladkiyan achhe bure Dekh ke.. kisiese Pyaar nehi karti he.... jahan lagta he
appna Jarurate puri ho sakti he
Wahan uska Dill Lagta he.

©Arjun Balmuch #NatureQuotes
8c34412e3f48fa5f84e82869953abe77

Arjun Balmuch

Jo Achha lagta he use Hasil karne kliye
kabiliyat hona jaruri
Nhi to Sochte, Dekhte rehe jaogi
or Waqt
Nikalta jayega.

©Arjun Balmuch #swiftbird
8c34412e3f48fa5f84e82869953abe77

Arjun Balmuch

ଗୋଟେ ଭଲ ଝିଅ କୁ ସବୁ ପୁଅମାନେ ବୁଝିପାରନ୍ତି
କିନ୍ତୁ
ଗୋଟେ ଭଲ ପୁଅକୁ ଝିଅମାନେ
କେବେ ବୁଝିପାରନ୍ତି ନାହିଁ...
♥️😀🙂

©Arjun Balmuch
  #Hriday
8c34412e3f48fa5f84e82869953abe77

Arjun Balmuch

सबसे ज्यादा धोका लेड़किओं को क्यों मिलता है?
क्यों की
लेडकिआं... विस्वास और भरोसाको
बहत सस्ता समझते है.

©Arjun Balmuch
  #lonely
8c34412e3f48fa5f84e82869953abe77

Arjun Balmuch

90% मे नहीं 10% मे Position चाइये तो
इधार उधार भटकनेका जरुरत नेही
आपने ऊपर ही Skil's improv कारो.

©Arjun Balmuch
  #Sunhera
8c34412e3f48fa5f84e82869953abe77

Arjun Balmuch

ସବୁ ଭଲମଣିଷ.. ସମସ୍ତ ଭଲମଣିଷଙ୍କ ପାଇଁ
କେବେ ଠିକ ହେଇନଥାନ୍ତି
କାହିଁକିନା
 ମଣିଷ ଯାହାକୁ...ସବୁବେଳେ ଭଲ ଭାବିଚି
 ତାରିପାଇଁ ହିଁ ଦୁଃଖରେ ରହିଛି.

©Arjun Balmuch #ChaltiHawaa
8c34412e3f48fa5f84e82869953abe77

Arjun Balmuch

ପ୍ରଥମେ ଲାଗୁଥିଲା ପ୍ରେମ ବିନା ଜୀବନ କିଛିନୁହଁ 
ଆଜି ଅନୁଭବ ହଉଚି
ଟଙ୍କା ବିନା ପ୍ରେମ ବେଶିଦିନ ନୁହଁ.

©Arjun Balmuch #proposeday
loader
Home
Explore
Events
Notification
Profile