Nojoto: Largest Storytelling Platform
prakashrout1453
  • 4Stories
  • 10Followers
  • 26Love
    0Views

Prakash Rout

  • Popular
  • Latest
  • Video
a117a461e08bae9856ad2617d124577c

Prakash Rout

ଶହନ ଶୀଳତାର ସୁଶୀଳ ବାର୍ତା
ଦେଇଥାଏ ଯିଏ କହି..... ସିଏ ନାରୀ
ପ୍ରେମ ଆଉ ଏକାଗ୍ରତା ହୃଦୟରେ 
ରଖିଥାଏ ଯିଏ ଭରି.....ସିଏ ନାରୀ।
ଆଖି ଲୁହ ଯାହାର ଓଠେ ଯାଏ ମରି
ଅନ୍ୟର ଦୁଃଖକୁ ନିଏ ଆଦରାଇ....
ହୃଦୟ ତାର କରୁଣା ସିନ୍ଧୁ
କେହି ମାପିି ନାହଁ ତା ଧର୍ଯ୍ୟର ବିନ୍ଦୁ।
ବାର୍ତ୍ସଲ୍ୟ ମମତା ଢାଳେ  ଜନନୀ ରୂପେ
ପ୍ରେମ ଅନୁରାଗ ବଳେ କେବେ କାହା ହୃଦୟ ଜିତେ।
ନମ୍ରତାର ଭାବ କହେ ଯାର ଦୁଇ ଆଖି
ଯାହା ପାଦ ସ୍ପର୍ଶେ ଗୃହେ ବିରାଜନ୍ତି
ସ୍ୱଂ ମା ଲକ୍ଷ୍ମୀ..... ସିଏ ନାରୀ। Nare odia poem  #odiakabita10 
#prakashpoem
a117a461e08bae9856ad2617d124577c

Prakash Rout

ଶ୍ରାବଣ ଠିକଣା ମେଘ ଦେଇପାରେ
ଜହ୍ନର ଠିକଣା ରାତି
ମୋ ମନ ଠିକଣା କିଏ ଦେଲା କୁହ
କେମିତି ଆସିଲ ସାଥୀ। Kia Dela mo Thikana #prakashpoem 
#odiakabita10

Kia Dela mo Thikana #prakashpoem #odiakabita10

a117a461e08bae9856ad2617d124577c

Prakash Rout

 kemiti bhangila hrudaya ku Mora

kemiti bhangila hrudaya ku Mora

a117a461e08bae9856ad2617d124577c

Prakash Rout

ଆଖି ବୁଝିଗଲା ହୃଦୟର ଭାଷା
ଓଠରେ ନକହିଲ ନାହିଁ
ମନ ଜାଣିଗଲା ପୀରତିର ବାସ୍ନା
ଇସାରା ନଦେଲେ ନାହିଁ। akhire Tamara

akhire Tamara


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile