Nojoto: Largest Storytelling Platform
nojotouser9515699489
  • 84Stories
  • 53Followers
  • 823Love
    4.3LacViews

Lopamudra Lopa

Jay Jagannath

  • Popular
  • Latest
  • Video
c02a75659363894dede53c260a483781

Lopamudra Lopa

ଅକୁହା କଥା 
ଜୀବନ ରେ ଏମିତି କିଛି ସମୟ ଥାଏ.....

ଯାହା ସବୁବେଳେ ମନରେ ରୁହେ....
କାହାକୁ କହି ହୁଏ ନାହିଁ....

©Lopamudra Lopa
c02a75659363894dede53c260a483781

Lopamudra Lopa

White ଜୀବନ ରେ ଆଗକୁ ଯିବାକୁ ହେଲେ 
କିଛି ନା କିଛି ଦୁଃଖ ଆଉ କଷ୍ଟ ସହିବାକୁ  ପଡେ ...
ତାପରେ ନିଜର କିଛି ଆଶା ପୂରଣ କରିବାକୁ ପଡ଼େ......

©Lopamudra Lopa #GoodNight
c02a75659363894dede53c260a483781

Lopamudra Lopa

White ଆଜିର ର ଦିନରେ  ଗାନ୍ଧୀ ଜନ୍ମ ନେଇଥିଲେ 
ଗାନ୍ଧୀ ଜୟନ୍ତୀରେ ସଭିଙ୍କୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ

©Lopamudra Lopa #gandhi_jayanti
c02a75659363894dede53c260a483781

Lopamudra Lopa

ପ୍ରକୃତି ର ରୂପ 
କୁହାଯାଏ ଭଗବାନ କ ପରେ ଆଉ କିଏ ଅଛି....
ସେ ହେଉଛି ଡାକ୍ତର ....
ଯିଏ ନିଜର ସବୁକିଛି ଝାଡି ଦିନ ରାତି କୁ ଏକ କରି ରୋଗି ପାଖରେ ଥାଏ... 
ସବୁ କୁ ଆଶା ଦେଖାଏ.....

©Lopamudra Lopa
c02a75659363894dede53c260a483781

Lopamudra Lopa

White ଜୀବନ ର ରାସ୍ତା ରେ
କିଏ କାହା ସହ ଦେଖା ହୁଏ ...
ସେ ଯାଣି ନଥାଏ ...
ଏମିତି ଆସି ଗୋଟେ ରାସ୍ତା ରେ ଆସି ଛିଡା ହୁଏ....
ଏକୁଟିଆ ଓ ଶୁନ୍ୟ ରାତି 
୍୍୍୍୍୍

©Lopamudra Lopa #sad_qoute
c02a75659363894dede53c260a483781

Lopamudra Lopa

ଗୋଲାପ ଫୁଲ ଯେମିତି ପ୍ରେମ ର ପତିକ 
ସେ ଯେମିତି ତାର ମହକ ରେ ସମସ୍ତ କୁ ଆକର୍ଷଣ କରେ....
🏠 ଘରର ସମ୍ପର୍କ କୁ ଯିଏ ଅତୁଟ ରଖେ ସେ ହେଉଛି.... ବଡ ବୋହୂ 
ଘରର ବଡ ପୁଅ ଓ ବଡ ବୋହୂ ହେବା ଏକ ଭାଗ୍ୟର କଥା...
କାରଣ ସେ ସବୁ ଆଶା ଅଭିଳାଷ ଦାୟିତ୍ଵ କୁ ଆଗକୁ ବଢ଼ାଇବା ପାଇଁ ନିଜର ଇଚ୍ଛା ପ୍ରକଟ କରନ୍ତି ନାହିଁ.. ନିଜ ଭିତରେ ରଖି ଦିଅନ୍ତି.....

©Lopamudra Lopa
c02a75659363894dede53c260a483781

Lopamudra Lopa

ଆଶା କରିବା ଭୁଲ 
ଜୀବନ ରେ ଭଲ କଥା ନୁହେଁ କଣ ଜାଣିବ... ଖଟା କିଛି ମିଠା କଥା କୁହା କଥା ରେଥାଏ...

©Lopamudra Lopa
c02a75659363894dede53c260a483781

Lopamudra Lopa

ସନ୍ଧ୍ୟା 
ଆକର୍ଷଣ ଲାଗୁଛି ମୋତେ 
ଆନନ୍ଦ ଉଲ୍ଲାସରେ ବସିଛି....

©Lopamudra Lopa
c02a75659363894dede53c260a483781

Lopamudra Lopa

Life is like a notebook 
Two pages are already 
Written by God...
The first page is birth.
The last page is death.
 The centre pages are empty.
So ,fill them with smile and love ....
, 💓 
colour of Life in so beautiful in happy memories nice day ❤️

©Lopamudra Lopa
c02a75659363894dede53c260a483781

Lopamudra Lopa

White  ସକାଳ ଓ ସନ୍ଧ୍ୟା 
ମଣିଷ ସହ ଭଲ ସମୟ କେତେବେଳେ ଆସେ...
ମନକୁ ନିୟନ୍ତ୍ରଣକୁ ଆଣିଲେ...
ମଣିଷ ଏପରି ଗୋଟେ ଚଞ୍ଚଳ  ମନ ଟିଏ ଯେ କି କେତେ ବେଳେ କଣ ହବ ଜୀବନ ରେ ଜାଣି ନଥାଏ....
କିନ୍ତୁ 
ସମସ୍ତ କୁ ଉପରେ ପରିହାସ ରେ
ସମୟ ସହ ନିଜକୁ ଗଠି ଦିଅ...
ଆଉ ନିଜକୁ ସବସ୍ବ  ଭାବିବା ସମ୍ପୂର୍ଣ୍ଣ ଛାଡିଦେ...
ଜୟ ଜଗନ୍ନାଥ

©Lopamudra Lopa #Sad_Status
loader
Home
Explore
Events
Notification
Profile