Find the Latest Status about pattanaik surname from top creators only on Nojoto App. Also find trending photos & videos about, pattanaik surname.
Sona Barnwal
लोग relationship में कई सारे नाम दे देते है, लेकिन जब surname देने की बारी आती है, तो कहते है family नही मानेंगी............... #surname ,
#surname ,
read moreBani
तुझे कैसे बताऊं के मेरा Surname तेरे नाम के आगे लगाना चाहता हूँ, इतना इशारा काफ़ी है या और समझाऊं। ©Ushnita #surname
Sona Barnwal
एक छोटा सा तुम मेरा काम कर दो, अपना surname मेरे नाम कर दो।। #surname , #lovediaries
ChittaranjanSahoo
ନା ତମର ଆଗ ଭଳି ଆଉ ପ୍ରେମ ଅଛି ନା ଅଛି ଆନ୍ତରିକତା ନଚେତ ଏ କାଳୀଗାଈ ଦେଶୀ କ୍ଷୀର ଚାହା କାହିଁବା ପାଣିଚିଆ ଲାଗିଥାନ୍ତା #nojotoodia #love Laxminarayan Pattanaik
#nojotoodia #Love Laxminarayan Pattanaik
read moreChittaranjanSahoo
ଯାହାକୁ ଦାରୁଣ ଦୁଃଖ ନ କରିଛି ଗ୍ରାସ ତା' କରୁ କି ସୃଷ୍ଟି ହୁଏ ଶବ୍ଦ ଅନୁପ୍ରାସ ©ଚିତ୍ତରଞ୍ଜନ #nojotoodia #ଦୁଃଖ Laxminarayan Pattanaik
#nojotoodia #ଦୁଃଖ Laxminarayan Pattanaik
read moreChittaranjanSahoo
Indian Army Day ମୁଁ ଯାଉଛି ସେ ସ୍ଥାନକୁ ଯେଉଁଠାରେ କେବେ ଦିନେ ମଧ୍ୟ ଘୋଟି ଯାଏ ଅଜସ୍ର ଅନ୍ଧାର ଫେରିବାର ଆଶା ସିନା ପ୍ରବଳ ହୁଅଇ ଫେରେ କେବେ ତ୍ରିରଙ୍ଗାରେ ସହୀଦ ଶରୀର #ArmyDay #NojotoOdia Laxminarayan Pattanaik
#ArmyDay Odia Laxminarayan Pattanaik
read moreChittaranjanSahoo
ପ୍ରଶ୍ନ କଲି ଦିନେ ଶୂନ୍ୟତା କୁ ଚାହିଁ କହିବ କି ମୁଁ କିଏ? ଶୂନ୍ୟତା ସହସା ଉତ୍ତର ରଖେ, -"ତୁ ତ ଅବୋଧ ଟିଏ" ..ଚିତ୍ତରଞ୍ଜନ.. #nojotoodia #ଅବୋଧବାଳକ Laxminarayan Pattanaik
#nojotoodia #ଅବୋଧବାଳକ Laxminarayan Pattanaik
read moreChittaranjanSahoo
ତୁମ ପାଇଁ ରାଧାରାଣୀ ଦେଖିଲେ କେତେ ସପନ ଭାଙ୍ଗିଦେଲ ଆସିଲନି ପୁଣିଥରେ କୁଞ୍ଜବନ #ରାଧାକ୍ରିଷ୍ଣା #nojotoodia Laxminarayan Pattanaik
#ରାଧାକ୍ରିଷ୍ଣା #nojotoodia Laxminarayan Pattanaik
read moreSumit R Das
My name with Surname + Your Name with Surname = Your Name My Surname #name #surname #you #yqbaba
ChittaranjanSahoo
ଜୀବନ©ଚିତ୍ତରଞ୍ଜନ ଜୀବନ ମାତ୍ର ଏହା ନୁହେଁ ଯାହା ଆମକୁ କିଛି ମୁହୂର୍ତ୍ତ ପାଇଁ ମିଳିଛି ଜୀବନ ତାହା ଯାହା ଆମକୁ କୋଟି ମୁହୂର୍ତ୍ତର ସାଧନା ଫଳରେ ମିଳିଛି ତେଣୁ ଏହାକୁ ପରିପୂର୍ଣ୍ଣ କରିବାର ଦାୟିତ୍ୱ ଆମର ଏବଂ ଏହାକୁ ପ୍ରେମ କରିବା ହିଁ ପରମ କର୍ତ୍ତବ୍ୟ ।। #ଜୀବନ #ପୂର୍ଣ୍ଣତା Laxminarayan Pattanaik
#ଜୀବନ #ପୂର୍ଣ୍ଣତା Laxminarayan Pattanaik
read more