Find the Latest Status about shraddha kapoor childhood pics from top creators only on Nojoto App. Also find trending photos & videos about, shraddha kapoor childhood pics.
Lili Dey
ଟିକି ପିଲା ଟିକି ପିଲା ଟିକି ଯେ ତାର ମନ, ତମେ ଭଲସେ ନେବ ତାର ଯତନ । କଅଁଳିଆ ହୃଦୟ କୁ ତାର ସଜାଡ଼ି ଶିଖିବ, ତମେ ଯେମିତି ଗଢିବ ସେ ସେମିତି ହେବ । ସବୁବେଳେ ଶିଖାଇବ ତାକୁ ଭଲ ବ୍ୟବହାର, ତାକୁ ସଦା କହିବ କରିବ ପାଇଁ ପରୋପକାର । ଟିକି ପିଲା ଟିକି ପିଲା ଟିକି ଯେ ତାର ମନ, ତମେ ଭଲସେ ନେବ ତାର ଯତନ । ଲକ୍ଷେ କାମ ଛାଡ଼ି ରଖିବ ତା ଉପରେ ନଜର, ହେଳା କରିଲେ ତା ପ୍ରତି ସେ ଶିଖିବ କେମିତି ସୁବିଚାର । ମାତା ପିତା ତା ପ୍ରତି ଧ୍ୟାନ ଦେଲେ ତା ଜୀବନ ହେବ ଯେ ସୁଖମୟ, ତମ ଠୁ ପାଇ ଭଲ ସଂସ୍କାର ସେ ଦୁନିଆ ରେ ଗଢ଼ିବ ତା ନିଜ ପରିଚୟ । ଟିକି ପିଲା ଟିକି ପିଲା ଟିକି ଯେ ତାର ମନ, ତମେ ଭଲସେ ନେବ ତାର ଯତନ । ©Lili Dey #Childhood
महज़
दर्द को शराब में मिला के पीते गए। फिर यूँ हुआ के हम मुस्कुराते गए। पुरानी तस्वीर जो आंखों में समाई! फिर यादों को धूएं में जलाते गए। अब तो हमें साज़िशें भी जानने लगीं! आंसुओं संग खुद को बहलाते गए। भाड़े के घर को अपना समझा है मैंने! खुद को वफ़ा के सागर में डुबाते गए। करने लगे जब ज़ख्मों ने मुझसे सवाल! खामोशी की चादर खुद पे ओढ़ाते गए। ख्वाहिश थी हमसे दूर जाने की उनको! फिर नजदीकियों पे कांटे बिछाते गए। जब से दिल में बसा लिया मैने उनको! फिर दिल मे यादों के दीये जलाते गए। ©महज़ #Childhood