Nojoto: Largest Storytelling Platform

Best yqodia Shayari, Status, Quotes, Stories

Find the Best yqodia Shayari, Status, Quotes from top creators only on Gokahani App. Also find trending photos & videos about

  • 62 Followers
  • 4298 Stories

Sunita Patel

#Chess

read more

Rajeswari Rath

ମୋ ମତରେ ଯେ କୌଣସି ସମ୍ପର୍କ ହେଉ ବା ବିଶେଷ ଭାବରେ ଗୋଟେ ପରିବାର ବାସନ ଷ୍ଟାଣ୍ଡ ର ବାସନ ଭଳି ରହିବା ଉଚିତ୍।କାରଣ ବାସନ ଷ୍ଟାଣ୍ଡ ରେ ଗୋଟିଏ ବାସନ ଥିଲେ କେବେ ଶବ୍ଦ ହୁଏ ନାହିଁ,କିନ୍ତୁ ଯେତେବେଳେ ଦୁଇ ବା ତତୋଧିକ ବାସନ ଏକତ୍ରିତ ହୋଇ ଥାଏ ବହୁତ୍ ଶବ୍ଦ ହୋଇଥାଏ, ଅର୍ଥାତ୍ ଆମେ ଗୋଟେ ଘରେ ବା ଗୋଟେ ସମ୍ପର୍କ ରେ ଯେତେବେଳେ ବାନ୍ଧି ହେଉ ଝଗଡ଼ା ହୁଏ,ମା ପୁଅ ଝିଅ ସ୍ବାମୀ ସ୍ତ୍ରୀ ଇତ୍ୟାଦି ସମ୍ପର୍କରେ କିଛି କିଛି ଛୋଟ ଝଗଡ଼ା ବା ଋଷା ୠଷି ଚାଲି ଥାଏ,ହେଲେ ସେ କଥା କୁ ଭୁଲି ଯାଇ ପୁଣି ଏକତ୍ରିତ ହୋଇ ରହିବା ଆମେ,ଯେମିତି ବାସନ ଷ୍ଟାଣ୍ଡ ରେ ଆମେ ବାସନ ରଖିଲା ସମୟରେ ଆମେ ସାନ ବଡ ବଡ ବାସନକୁ ମିଶେଇ ରଖି ଥା

read more
       ପରିବାର ମୋ ମତରେ ଯେ କୌଣସି ସମ୍ପର୍କ ହେଉ ବା ବିଶେଷ ଭାବରେ ଗୋଟେ ପରିବାର ବାସନ ଷ୍ଟାଣ୍ଡ ର ବାସନ ଭଳି ରହିବା ଉଚିତ୍।କାରଣ ବାସନ ଷ୍ଟାଣ୍ଡ ରେ ଗୋଟିଏ ବାସନ ଥିଲେ କେବେ ଶବ୍ଦ ହୁଏ ନାହିଁ,କିନ୍ତୁ ଯେତେବେଳେ ଦୁଇ ବା ତତୋଧିକ ବାସନ ଏକତ୍ରିତ ହୋଇ ଥାଏ ବହୁତ୍ ଶବ୍ଦ ହୋଇଥାଏ, ଅର୍ଥାତ୍ ଆମେ ଗୋଟେ ଘରେ ବା ଗୋଟେ ସମ୍ପର୍କ ରେ ଯେତେବେଳେ ବାନ୍ଧି ହେଉ ଝଗଡ଼ା ହୁଏ,ମା ପୁଅ ଝିଅ ସ୍ବାମୀ ସ୍ତ୍ରୀ ଇତ୍ୟାଦି ସମ୍ପର୍କରେ କିଛି କିଛି ଛୋଟ ଝଗଡ଼ା ବା ଋଷା ୠଷି ଚାଲି ଥାଏ,ହେଲେ ସେ କଥା କୁ ଭୁଲି ଯାଇ ପୁଣି ଏକତ୍ରିତ ହୋଇ ରହିବା ଆମେ,ଯେମିତି ବାସନ ଷ୍ଟାଣ୍ଡ ରେ ଆମେ ବାସନ ରଖିଲା ସମୟରେ ଆମେ ସାନ ବଡ ବଡ ବାସନକୁ ମିଶେଇ ରଖି ଥା

Rajeswari Rath

ଆମର ଏଇ ଦୁନିଆରେ ହସ ଖୁସିର ବର୍ଷା ଆଣିବା ପାଇଁ ମାଆ ତ୍ରିଦେବୀ ବିଜୟା ଦଶମୀ ଦିନ ତତେ ଆମ କୋଳରେ ଦେଇଥିଲେ। ବାପା ମା ହୋଇଲୁ ବୋଲି ଆମ ଖୁସି ର ସୀମା ନ ଥିଲା।ଆମ ଜୀବନ ପରିପୂର୍ଣ୍ଣ କଲୁ। ଆଜି ମଧ୍ୟ ମୋ ଆଖିରେ ତୋର ସେଇ ଜନ୍ମ ସମୟର ମୁଁହ ଝୁଲି ଆସୁଛି,ଆଖିରେ ସେହି ଖୁସିର ଲୁହ ଝରି ପଡୁଛି ଯେତେବଳେ ପ୍ରଥମ ଥର ତତେ ସ୍ପର୍ଶ କରିଥିଲି,ତୋର ସେହି ଛୋଟ ଛୋଟ ହାତ କୁ ଧରି ମୋ ସବୁ ଦୁଃଖ,କଷ୍ଟ ଭୁଲି ଯାଇଥିଲି।କେତେ ଶୀଘ୍ର ସମୟ ବିତି ଯାଉଛି,ଆଜି ତୋର ପ୍ରଥମ ଜନ୍ମ ଦିନ,ଜାଣି ପାରିଲି ନାହିଁ କେତେ ଶୀଘ୍ର ଏଇ ଗୋଟେ ବର୍ଷ ବିତି ଗଲା। ଆମ ଜୀବନର ଏକ ଅଭୁଲା ସ୍ମୃତି ତୁ ଧନ,ତୋ ବାପା ଆଖିରେ ମଧ୍ୟ ଆଜି ସେହି ଖୁସି

read more
ପ୍ରଥମ ଜନ୍ମ ବାର୍ଷିକର
    ଚିଠି ଆମର ଏଇ ଦୁନିଆରେ ହସ ଖୁସିର ବର୍ଷା ଆଣିବା ପାଇଁ ମାଆ ତ୍ରିଦେବୀ ବିଜୟା ଦଶମୀ ଦିନ ତତେ ଆମ କୋଳରେ ଦେଇଥିଲେ। ବାପା ମା ହୋଇଲୁ ବୋଲି ଆମ ଖୁସି ର ସୀମା ନ ଥିଲା।ଆମ ଜୀବନ ପରିପୂର୍ଣ୍ଣ କଲୁ।

 ଆଜି ମଧ୍ୟ ମୋ ଆଖିରେ ତୋର ସେଇ ଜନ୍ମ ସମୟର ମୁଁହ ଝୁଲି ଆସୁଛି,ଆଖିରେ ସେହି ଖୁସିର ଲୁହ ଝରି ପଡୁଛି ଯେତେବଳେ ପ୍ରଥମ ଥର ତତେ ସ୍ପର୍ଶ କରିଥିଲି,ତୋର ସେହି ଛୋଟ ଛୋଟ ହାତ କୁ ଧରି ମୋ ସବୁ ଦୁଃଖ,କଷ୍ଟ ଭୁଲି ଯାଇଥିଲି।କେତେ ଶୀଘ୍ର ସମୟ ବିତି ଯାଉଛି,ଆଜି ତୋର ପ୍ରଥମ ଜନ୍ମ ଦିନ,ଜାଣି ପାରିଲି ନାହିଁ କେତେ ଶୀଘ୍ର ଏଇ ଗୋଟେ ବର୍ଷ ବିତି ଗଲା।

ଆମ ଜୀବନର ଏକ ଅଭୁଲା ସ୍ମୃତି ତୁ ଧନ,ତୋ ବାପା ଆଖିରେ ମଧ୍ୟ ଆଜି ସେହି ଖୁସି

Rajeswari Rath

ଜୀବନରେ କେବେ ମଧ୍ୟ କାହାଠାରୁ ଅଧିକ ଆଶା ରଖିବା ଅନୁଚିତ୍। ଯେତେବେଳେ ସେହି ଇଚ୍ଛା ବା ଆଶା ପୂରଣ ହୁଏ ନାହିଁ ସେତେବେଳେ ଅଧିକ କଷ୍ଟ ଲାଗେ। #yqodia 
#yqodiapoetry 
#yqodiabhaina 
#yqodiawriting 
#yqodiaquotes

Rajeswari Rath

ଜୀବନର ପାଠ #yqodiapoetry #yqodia #yqodiabhaina #yqodiatale

read more
ଆମେ ନିଜର ବାପା ମା ଭାଇ ଭଉଣୀ କଥାକୁ ଅତି ସହଜରେ ସହି ଯାଉଛୁ କିନ୍ତୁ ନିଜ ଶାଶୁ ଶ୍ୱଶୁର ର କଥାକୁ ସହି ନ ପାରି ଘରେ ଝଗଡ଼ା କରିଥାଉ। ଜୀବନର ପାଠ
#yqodiapoetry 
#yqodia 
#yqodiabhaina 
#yqodiatale

Rajeswari Rath

ବେଳେ ବେଳେ ମଣିଷକୁ ଆମେ ଠିକ୍ ରେ ଚିହ୍ନିବାରେ ଅସଫଳ ହୋଇଥାଉ। ତାକୁ ଭୂଲ୍ ବୁଝିଥାଉ।ସତ କଥା କହିଲେ ମଧ୍ଯ ବିଶ୍ବାସ ନ କରି ନିଜ ଠାରୁ ଦୂରେଇ ଦେଉ।  #yqodia 
#yqodiapoetry 
#yqodiawriting 
#yqodiaquotes 
#yqodiabhaina

Rajeswari Rath

जीवनसाथी की जरूरत सबको है। #yqhindi #yqhindishayari #yqhindiquotes #yqhindiwriters #yqhindiwritings #yqodia #yqodiawriting

read more
जिन्दगी को जीने के लिए एक साथी की जरूरत होती है। जीवनसाथी की जरूरत सबको है।
#yqhindi 
#yqhindishayari 
#yqhindiquotes 
#yqhindiwriters 
#yqhindiwritings 
#yqodia 
#yqodiawriting

Rajeswari Rath

ମଣିଷ ସମସ୍ତ କାର୍ଯ୍ୟ ଜାଣି ନ ଥାଏ।କିନ୍ତୁ ପ୍ରତ୍ୟେକ ମଣିଷ ପାଖରେ ଗୋଟିଏ ପ୍ରତିଭା ନିଶ୍ଚିତ ଥାଏ।ସେହି ପ୍ରତିଭାକୁ ଚିହ୍ନି ନିଜ ଜୀବନରେ ପ୍ରୟୋଗ କରିବେ,ଆପଣଙ୍କୁ ଏକ ଅଦ୍ଭୁତ ସୁଖର ଅନୁଭୂତି ହେବ ଯେତେବେଳେ ଆପଣ ସଫଳତାର ପାହାଚରେ ପାଦ ପକାଇଥିବେ। ପ୍ରତିଭା
#yqodia 
#yqodiawritingyourquote 
#yqodiabhaina 
#yqodiawriting

Rajeswari Rath

ଦୁହିତା- एक लडकी दो कूल की होती है और हित करती है।इसीलिए उसे दुहिता कहा जाता है। #yqodia #yqodiapoetry #yqodiaquotes #yqodiawriting #yqodiabhabana

read more
                "ଦୁହିତା"

କରଇ ଯିଏ ଦୁଇ କୁଳର ହିତ ଚିନ୍ତା,
ଅଗ୍ନି ପରୀକ୍ଷା ଦେଇ ମଧ୍ଯ ହାରିଗଲେ ସୀତା।।

ରଖିଛି ମୋ ମନରେ ଭରି କେତେ ଯେ ଆଶା,
ପୁଣି ଡର ଲାଗେ ଭାଙ୍ଗି ଯିବ ନାହିଁ ତ ମୋ ଭରସା ।।

ବିଶ୍ବାସରେ ଭରପୁର ସମ୍ପର୍କ ଆମର ରହୁ,
ଯିବି ସାଜି ମୁଁ ତୁମ ଘରର ବୋହୂ ।।

ରଖିବ ନାହିଁ କିଛି ଯେ ବ୍ୟଥା ମନରେ,
ଖୋଲି କହିଦେବ ତୁମେ ମତେ ଥରେ ।।

ସ୍ବପ୍ନ ଥିଲା ମୋର ଭଲ ବୋହୂଟିଏ ହୋଇ,
ଚାଲିବି ସାଥିରେ ତୁମ ପାଦ ସହ ପାଦ ମିଶାଇ ।।

ଶେଷରେ ତୁମଠାରେ ମୋର ଏତିକି ପ୍ରାର୍ଥନା,
କେବେ ନ ଦେବ ମୋ ହୃଦୟରେ ଯାତନା ।।

 ଦୁହିତା-
एक लडकी दो कूल की होती है और हित करती है।इसीलिए उसे दुहिता कहा जाता है।
#yqodia 
#yqodiapoetry 
#yqodiaquotes 
#yqodiawriting 
#yqodiabhabana

Rajeswari Rath

ମଣିଷର କିଛି ଗୁଣ ଭଲ ଥାଏ ଏବଂ କିଛି ଗୁଣ ଖରାପ ଥାଏ।କିନ୍ତୁ ଜନ୍ମରୁ କେହି ଏହି ଗୁଣ ଆଣିଥାନ୍ତି ନାହିଁ।ସମାଜରୁ ହିଁ  ଏହି ସମସ୍ତ ଗୁଣକୁ ସେମାନେ ଆଚରଣ କରିଥାନ୍ତି।ଯେଉଁମାନେ ଖରାପ ସଂଗତିରେ ପଡିଯାଆନ୍ତି ସେମାନେ କିଛି ଭୂଲ୍ କରିଦେଇଥାନ୍ତି ତାଙ୍କ ଜୀବନରେ ଏବଂ ସମୟ ମଧ୍ଯ ଦିନେ ଆସିବ ଓ ସେ ନିଜ ଭୂଲ୍ କୁ ବୁଝିବ ପଶ୍ଚାତାପ କରିବ।ସେହି ମଣିଷକୁ ଗୋଟିଏ ସୁଯୋଗ ନିହାତି ଦେବା ଦରକାର ଏବଂ ତାକୁ ଭଲ ମାର୍ଗକୁ ଆସିବା ପାଇଁ ସାହାଯ୍ୟ କରିବା ଉଚିତ୍।
         ମଣିଷ ବେଳେବେଳେ ପରିସ୍ଥିତିରେ ପଡି ଭୂଲ୍ ବାଟକୁ ଅଗ୍ରସର ହୋଇଥାଏ।ତେଣୁ ତାର ଗୁଣକୁ ବଦଳାଇବା ବିଷୟରେ ନିଶ୍ଚିତ ଥରେ ଭାବିବେ। ଗୁଣ
#yqodia 
#yqodiapoetry 
#yqodiawriting
loader
Home
Explore
Events
Notification
Profile