Nojoto: Largest Storytelling Platform

Best suvam Shayari, Status, Quotes, Stories

Find the Best suvam Shayari, Status, Quotes from top creators only on Gokahani App. Also find trending photos & videos aboutaaj ka suvichar in hindi with image, love suvichar in hindi, love suvichar, suvichar in hindi for students, suvichar in english and hindi,

  • 6 Followers
  • 63 Stories

Suvam Suklabaidya

Suvam Das

#suvam Shop. #nice

read more
WhatsApp No 7846833138

©Suvam Das #Suvam Shop. #nice

Saipada Brajamohan

କରୁଥିଲି ଟିକେ ମଜା ! #share #my shayari #suvam #saipadabrajamohan horror

read more
କିଛି ଲୋକ ଏଠି ଥଟ୍ଟା ନୁହେଁ, ମନ ଖଟା କରି ଯିବେ, ରାଜା !
ଲୋକହସା କରି ହସି କହିଦେବେ, "କରୁଥିଲି ଟିକେ ମଜା !"
@suvam@

©Saipada Brajamohan କରୁଥିଲି ଟିକେ ମଜା ! #share #my #shayari #suvam #saipadabrajamohan 

#horror

Saipada Brajamohan

ସାଙ୍ଗ #share #my shayari #suvam #saipadabrajamohan #safar

read more
କେତେ ଜଣ ଙ୍କ ପାଇଁ ମୋ Response Rate - 100% ହେଲେ ବି,
ମୋ ପାଇଁ ସେମାନଙ୍କ Response Rate - 0
Without Complain ସଂପର୍କ ରେ ପଡ଼େନି ଭାଙ୍ଗ;
ସେଥିପାଇଁ ତ ଆଜି ବି ସେମାନେ ମୋ ସାଙ୍ଗ ।
@suvam@

©Saipada Brajamohan ସାଙ୍ଗ #share #my #shayari #suvam #saipadabrajamohan 

#safar

Saipada Brajamohan

Garam Chai #share #my shayari #suvam #saipadabrajamohan

read more
Sanwla rang hai !
Tum yun reshmi se livaas mein na aao;
Uff !!! Ubalti huyi garam chai lag rahi ho.
@suvam@

©Saipada Brajamohan Garam Chai #share #my #shayari #suvam #saipadabrajamohan

Saipada Brajamohan

ଜାଣିଥିବା କଥା କାହା ଆଗରେ ମୁଁ ରଖିନି #share #my shayari #suvam #saipadabrajamohan #trustme

read more
Trust me କାହା ଅସୁବିଧା ର ମୁଁ ଫାଇଦା ଉଠେଇ ନିଜ ସୁବିଧା କୁ ଦେଖିନି,
କାହା ଅକୁହା ଦୁଃଖ ତା ଆଗରେ ପଚାରି ଭଦ୍ର ଥଟ୍ଟା କରି ଶିଖିନି,
କୋଉ କଥା କେବେ କୁହା ଯାଏ କେବେ ନ କୁହା ଯାଏ ବି ଜାଣିଛି;
ଯଦି ମନା କରେ କେହି, ଜାଣିଥିବା କଥା କାହା ଆଗରେ ମୁଁ ରଖିନି ।
@suvam@

©Saipada Brajamohan ଜାଣିଥିବା କଥା କାହା ଆଗରେ ମୁଁ ରଖିନି
#share #my #shayari #suvam #saipadabrajamohan 

#trustme

Saipada Brajamohan

ବୁଝାମଣା #share #my shayari #suvam #saipadabrajamohan Love

read more
ମିଠା ହସ ତଳେ ହୃଦୟ ଟା ଜଳେ, ମୁଣ୍ଡ ରେ ଦୁନିଆ ବୋଝ,
ତଥାପି ତୁମର ମନ ରଖେ ଯିଏ, ତୁମେ ବି ତ ତାକୁ ବୁଝ !
ଦୁଇ ଆଙ୍ଗୁଳି ର ଫାଙ୍କ ରେ ହିଁ ରହେ, ଆର ହାତ ର ଆଙ୍ଗୁଳି;
ବୁଝାମଣା ଯଦି ନ କରିବ ତେବେ କାହିଁକି ସାଥୀ ଟେ ଖୋଜ ?
@suvam@

©Saipada Brajamohan ବୁଝାମଣା #share #my #shayari #suvam #saipadabrajamohan 

#Love

Saipada Brajamohan

ଜଣଙ୍କ ଅଭାବ ପାଇଁ ଲୋଡ଼ା ଆଉ ଜଣେ,
ଜଣଙ୍କ ସ୍ଵଭାବ ପରି ଗଢ଼ା ଆଉ ଜଣେ,
ଅଧା ଅଧା ଦୁଇ ଆତ୍ମା ମିଶି ହୁଏ ପୁରା;
ଯେମିତି, ସ୍ବାହା ଙ୍କ ବିନା ଅଗ୍ନିରେ ଆହୁତି ଅଧୁରା ।
@suvam@

©Saipada Brajamohan #share #my #shayari #suvam #saipadabrajamohan 

#IntimateLove

Saipada Brajamohan

#share #my shayari #suvam #saipadabrajamohan Love

read more
ଜାଣିଗଲେ କିଛି, କୁହେ ବାଛି ବାଛି ଯାହାକୁ ଭାବେ ନିଜର,
 ମନ ଦେଇ ଯିଏ ଶୁଣେ ଆମ କଥା ତାକୁ ହିଁ ଖୋଜେ ନଜର,
ଜଣା କି ଅଜଣା ନ ଜଣେଇ, ଯିଏ ଶୁଣେ ଜାଣିଥିବା କଥା;
ସିଏ ହିଁ କେବଳ ଜଣେ, ଯିଏ ଜାଣେ ମନ ଜିଣିବାର ପ୍ରଥା ।
@suvam@

©Saipada Brajamohan #share #my #shayari #suvam #saipadabrajamohan 

#Love

Saipada Brajamohan

ଚୁମ୍ବକ୍ ବିନା ପାଖକୁ ଟାଣି ହେଇ ଲୁହା ଯାଏନି,
ସମସ୍ତ ଙ୍କୁ ସବୁ କଥା କୁହା ଯାଏନି,
କେବେ କେବେ ଆମେ ଜାଣିଥିବା କଥା ହିଁ ଆମକୁ ବିପଦ ରେ ପକାଏ;
ତେଣୁ ଯଦି ତୁମକୁ କେହି କିଛି ଲୁଚାଉଛି, ସବୁବେଳେ ତା ଅର୍ଥ ଏଇୟା ନୁହେଁ ଯେ ସେ ତୁମକୁ ଭଲ ପାଏନି ।
@suvam@

©Saipada Brajamohan #share #my #shayari #suvam #saipadabrajamohan 

#FadingAway
loader
Home
Explore
Events
Notification
Profile